ଘଣ୍ଟା ପ୍ରତି ୧୪ କିମି ବେଗରେ ଆସୁଛି ତିତ୍‌ଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ଝଡ଼ ତିତ୍‌ଲି ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ବାତ୍ୟାର ବେଗ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୪ କିମି ରହିଛି। ଏହି ବାତ୍ୟା ଏବେ ଗୋପାଳପୁର ଠାରୁ ୨୦୦କିମି ଏବଂ କଳିଙ୍ଗପାଟନାମ୍‌ଠାରୁ ୧୯୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍‌ଡି […]

cyolone

cyolone

Tapas Behera
  • Published: Wednesday, 10 October 2018
  • Updated: 10 October 2018, 09:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ଝଡ଼ ତିତ୍‌ଲି ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ବାତ୍ୟାର ବେଗ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୪ କିମି ରହିଛି।

ଏହି ବାତ୍ୟା ଏବେ ଗୋପାଳପୁର ଠାରୁ ୨୦୦କିମି ଏବଂ କଳିଙ୍ଗପାଟନାମ୍‌ଠାରୁ ୧୯୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆଇଏମ୍‌ଡି ପକ୍ଷରୁ ନାଇଟ୍‌ ବୁଲେଟିନ୍‌ରେ ପ୍ରକାଶ ପାଇଥିବା ତାଜା ତଥ୍ୟ ଅନୁଯାୟୀ ଏହି ବାତ୍ୟା ଆସନ୍ତାକାଲି ଭୋର ୫ଟାରେ ଗୋପାଳପୁର ଏବଂ କଳିଙ୍ଗପଟ୍ଟନମ୍‌ ମଧ୍ୟ ଭାଗରେ ମାଡ଼ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story