ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁଇଲା ତିତ୍‌ଲି : ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଲା

ଗଜପତି/ବ୍ରହ୍ମପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋସାଗରରେ ଆସିଥିବା ବାତ୍ୟା ତିତ୍‌ଲି ଧୀରେ ଧୀରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଛି। ଦକ୍ଷିଣ ଓଡ଼ିଶାରେ ବାତ୍ୟା ତିତ୍‌ଲିର ପ୍ରକୋପ ଦେଖିବାକୁ ମିଳିଛି। ଗଜପତି ଓ ଗଞ୍ଜାମରେ ତାଣ୍ଡବ ରଚିବା ପରେ ରାୟଗଡ଼ା ଏବଂ କନ୍ଧମାଳରେ ବି ବ୍ୟାପକ କ୍ଷୟକ୍ଷତି କରିଛି ତିତ୍‌ଲି। ବାତ୍ୟା ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷାରେ ଉପୁଡି ପଡିଛି ପୁରୁଣା ଗଛ। ଉଡ଼ାଇ ନେଇଛି ଘରର ଛାତ। କେଉଁଠି ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି ତ’ କେଉଁଠି […]

fffn

fffn

Tapas Behera
  • Published: Thursday, 11 October 2018
  • Updated: 11 October 2018, 08:25 PM IST

ଗଜପତି/ବ୍ରହ୍ମପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋସାଗରରେ ଆସିଥିବା ବାତ୍ୟା ତିତ୍‌ଲି ଧୀରେ ଧୀରେ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇଛି। ଦକ୍ଷିଣ ଓଡ଼ିଶାରେ ବାତ୍ୟା ତିତ୍‌ଲିର ପ୍ରକୋପ ଦେଖିବାକୁ ମିଳିଛି। ଗଜପତି ଓ ଗଞ୍ଜାମରେ ତାଣ୍ଡବ ରଚିବା ପରେ ରାୟଗଡ଼ା ଏବଂ କନ୍ଧମାଳରେ ବି ବ୍ୟାପକ କ୍ଷୟକ୍ଷତି କରିଛି ତିତ୍‌ଲି। ବାତ୍ୟା ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷାରେ ଉପୁଡି ପଡିଛି ପୁରୁଣା ଗଛ। ଉଡ଼ାଇ ନେଇଛି ଘରର ଛାତ।

କେଉଁଠି ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି ତ’ କେଉଁଠି ବିଛିନ୍ନ ହୋଇଛି ଯୋଗାଯାଗ।  ସବୁଠି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାକୁ ଅଧିକ ୨ଟି ଏନ୍‌ଡିଆରଏଫ୍‌ ଟିମ୍ ପଠାଯାଇଛି । ବାତ୍ୟା ଏବେ ରାୟଗଡ଼ା ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇଥିଲେ ବି ବର୍ଷା ଲାଗି ରହିଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ବାତ୍ୟା ତିତ୍‌ଲି ସବୁଠୁ ଅଧିକ ତାଉ ଦେଖାଇଛି ଗଜପତି ଜିଲ୍ଲାରେ।

ଆନ୍ଧ୍ରର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିବା ପରେ ତା ପ୍ରଭାବରେ କିଛି ଘର ଦ୍ୱାର ଭାଙ୍ଗିଯିବା ସହ ଚାଳ ଛପର ଉଡ଼େଇ ନେଇଛି। ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ। ପାରଳାଖେମୁଣ୍ଡିରୁ ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବସ୍ତି ଅଞ୍ଚଳର ଲୋକେ । ବହୁ କଚା ଘର ଭାଙ୍ଗି ପଡ଼ିଥିବା ବେଳେ ଘର ଛପର ଉଡ଼ି ଯାଇଛି। ପାରଳାଖେମୁଣ୍ଡିରେ ୭ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଛି। ଉଭୟ ବିଦ୍ୟୁତ୍‌ ଓ ଟେଲି ଯୋଗାଯୋଗ ଏଠାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story