ଡି’ ବ୍ରଦର୍ସଙ୍କ ଡି’ ଗ୍ୟାଙ୍ଗରେ ଥିଲେ ୨୦ହଜାର ଯୁବକ  

ଭୁବନେଶ୍ୱର: ୨୦ ହଜାର ଯୁବକଙ୍କୁ ନେଇ ଡି’ ବ୍ରଦର୍ସ ଗଢିଥିଲେ ତାଙ୍କର ବିଶାଳ ଡି’ ଗ୍ୟାଙ୍ଗ। ୪ଟି ଗ୍ରୁପରେ କାମ କରୁଥିଲେ ଏହି ଯୁବକମାନେ। ମାସିକ ଦରମା ଭିତ୍ତିରେ ଏମାନଙ୍କୁ ନିଯୁକ୍ତି ଦିଆଯାଉଥିଲା। ଗ୍ୟାଙ୍ଗରେ ଶେଷ ନିଷ୍ପତ୍ତି ଡି’ ବ୍ରଦର୍ସ ନେଉଥିଲେ। ଏହାକୁ ଯିଏ ଅବମାନନା କରୁଥିଲା ସେମାନଙ୍କୁ ଗାଏବ କରିଦିଆଯାଉଥିଲା। ଏପରି ଚାଞ୍ଚଲ୍ୟକର ତଥ୍ୟ ପୋଲିସର ହସ୍ତଗତ ହୋଇଛି। ଆଉ ଡି’ ବ୍ରଦର୍ସଙ୍କ ଏହି ବିଶାଳ ସାମ୍ରାଜ୍ୟକୁ ଚଳାଇଥିବା ୩୦ ଜଣ ଯୁବକଙ୍କୁ ଏବେ ଖୋଜୁଛି […]

d-brothers

d-brothers

Rakesh Mallick
  • Published: Tuesday, 09 February 2016
  • Updated: 10 February 2016, 02:45 AM IST

Sports

Latest News

ଭୁବନେଶ୍ୱର: ୨୦ ହଜାର ଯୁବକଙ୍କୁ ନେଇ ଡି’ ବ୍ରଦର୍ସ ଗଢିଥିଲେ ତାଙ୍କର ବିଶାଳ ଡି’ ଗ୍ୟାଙ୍ଗ। ୪ଟି ଗ୍ରୁପରେ କାମ କରୁଥିଲେ ଏହି ଯୁବକମାନେ। ମାସିକ ଦରମା ଭିତ୍ତିରେ ଏମାନଙ୍କୁ ନିଯୁକ୍ତି ଦିଆଯାଉଥିଲା। ଗ୍ୟାଙ୍ଗରେ ଶେଷ ନିଷ୍ପତ୍ତି ଡି’ ବ୍ରଦର୍ସ ନେଉଥିଲେ। ଏହାକୁ ଯିଏ ଅବମାନନା କରୁଥିଲା ସେମାନଙ୍କୁ ଗାଏବ କରିଦିଆଯାଉଥିଲା। ଏପରି ଚାଞ୍ଚଲ୍ୟକର ତଥ୍ୟ ପୋଲିସର ହସ୍ତଗତ ହୋଇଛି। ଆଉ ଡି’ ବ୍ରଦର୍ସଙ୍କ ଏହି ବିଶାଳ ସାମ୍ରାଜ୍ୟକୁ ଚଳାଇଥିବା ୩୦ ଜଣ ଯୁବକଙ୍କୁ ଏବେ ଖୋଜୁଛି ପୋଲିସ।

ଡି’ ଗ୍ୟାଙ୍ଗରେ ଥିଲା ୪ଟି ଗ୍ରୁପ୍ । ପ୍ରଥମ ଗ୍ରୁପରେ ରହୁଥିଲେ ନୂଆ ଯୁବକ। ବାଲିଘାଟ ଓ ଟ୍ରାନ୍ସପୋର୍ଟ ବ୍ୟବସାୟ ଏମାନେ ବୁଝିଥିଲେ। ଏହି ଗ୍ରୁପରେ ୨୫୦ରୁ ୩୦୦ ଯୁବକ ଥିଲେ। ଦ୍ୱିତୀୟ ଗ୍ରୁପରେ ଟିକିଏ ଅଭିଜ୍ଞ ଓ ବିଶ୍ୱସ୍ଥ ଯୁବକ ଥିଲେ। ଏମାନଙ୍କ କାମ ଥିଲା ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟ। ଏହି ଗ୍ରୁପରେ ପ୍ରାୟ ୧୦୦ ଯୁବକ ଥିଲେ। ତୃତୀୟ ଗ୍ରୁପରେ ହାଡକୋର କ୍ରିମିନାଲ ଥିଲେ। ଏମାନେ ଥିଲେ ଡି’ ବ୍ରଦର୍ସଙ୍କ କୋର ଗ୍ରୁପ୍। ଅପହରଣଠାରୁ ଆରମ୍ଭ କରି ହତ୍ୟା, ବୋମାମାଡ଼, ଗୁଳିମାଡ କରିବା ଥିଲା ଏମାନଙ୍କ କାମ। ଏଥିରେ ଥିଲେ ୩୦ ଜଣ କ୍ରିମିନାଲ। ପୋଲିସ ଏବେ ଫେରାର ଥିବା ୩୦ ଜଣ ଏପରି କୁଖ୍ୟାତ ଅପରାଧୀଙ୍କୁ ଖୋଜୁଛି। ଚତୁର୍ଥ ଗ୍ରୁପ ଯୁବକଙ୍କୁ କଟକ ନଗର ଯୁବକ ସଂଘରେ ସାମିଲ କରି ଏମାନଙ୍କ ଜରିଆରେ ସାମାଜିକ କାମ ଆଳରେ ରାଜନୈତିକ ଅଭିଳାଷା ପୂରଣ ଲକ୍ଷ୍ୟରେ ଥିଲେ ଦୁଇଭାଇ। ଚତୁର୍ଥ ଗ୍ରୁପରେ ୪ ହଜାରରୁ ଅଧିକ ଶିକ୍ଷିତ ଯୁବକ ଥିଲେ। ଯୁବକମାନଙ୍କୁ ଚିହ୍ନଟ ପରେ ସେମାନଙ୍କ ଚରିତ୍ରକୁ ଦେଖି କାମ ଦିଆଯାଉଥିଲା।

ପ୍ରଥମେ ନୂଆ ବାଇକ୍, ଆକାଉଣ୍ଟରେ ୪୦ ହଜାର ଟଙ୍କା ଓ ସୁନା ଚେନ ଥିଲା ଗ୍ରୁପରେ ସାମିଲ ହେଉଥିବା ସମସ୍ତଙ୍କୁ ଉପହାର। କାମରେ ଖୁସି ହେଲେ ଦିଆଯାଉଥିଲା ବନ୍ଧୁକ। ସେହି ବନ୍ଧୁକରୁ ମାତ୍ର ୯ଟି ପୋଲିସ ଉଦ୍ଧାର କରିଛି। ଫେରାର ୩୦ ଯୁବକଙ୍କ ପାଖରେ ୫ଶହରୁ ଅଧିକ ଏପରି ବନ୍ଧୁକ ଥିବା ଅନୁମାନ କରାଯାଉଛି।

ଏପରି କି ଗ୍ୟାଙ୍ଗଷ୍ଟାର ଟିଟୋକୁ କାଉଣ୍ଟର କରିବାକୁ ଡି’ ବ୍ରଦର୍ସ କେନ୍ଦ୍ରପଡାରେ ଗୃଥିଲେ ଏକ ସଂଘ। ଏହି ବିଶାଳ ଗ୍ୟାଙ୍ଗରେ ଡି’ ବ୍ରଦର୍ସଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ଥିଲା। ଯେଉଁମାନେ ବିରୋଧ କରୁଥିଲେ, ସେମାନଙ୍କୁ ଗାଏବ କରିଦିଆଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story