ଡି-ବ୍ରଦର୍ସଙ୍କ ସହ ବ୍ୟୋମକେଶଙ୍କ ସମ୍ପର୍କ ଅଛି: ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଧଳସାମନ୍ତ ବ୍ରଦର୍ସଙ୍କ ସହ ଯୁବ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ  ବ୍ୟୋମକେଶ ରାୟ ଓ ଅନ୍ୟ ଛାତ୍ରନେତାଙ୍କ ସମ୍ପର୍କ ରହିଥିବା ମଙ୍ଗଳବାର ଅଭିଯୋଗ ହୋଇଛି।  ଏଭଳି ଅଭିଯୋଗ ସହ ଉପଯୁକ୍ତ ତଦନ୍ତ ଦାବି କରି ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ପୋଲିସ୍‌ କମିଶନରଙ୍କୁ ସ୍କାରକପତ୍ର ଦେଇଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଧଳସାମନ୍ତ ସମ୍ପର୍କ ନେଇ ବିଜେଡିର ସାଧାରଣ ସମ୍ପାଦକ ସମ୍ବିତ ବେହେରା ସ୍ୱୀକାର କରିଛନ୍ତି। […]

cogress

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 05:11 PM IST

ଭୁବନେଶ୍ୱର: ଧଳସାମନ୍ତ ବ୍ରଦର୍ସଙ୍କ ସହ ଯୁବ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ  ବ୍ୟୋମକେଶ ରାୟ ଓ ଅନ୍ୟ ଛାତ୍ରନେତାଙ୍କ ସମ୍ପର୍କ ରହିଥିବା ମଙ୍ଗଳବାର ଅଭିଯୋଗ ହୋଇଛି।  ଏଭଳି ଅଭିଯୋଗ ସହ ଉପଯୁକ୍ତ ତଦନ୍ତ ଦାବି କରି ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ପୋଲିସ୍‌ କମିଶନରଙ୍କୁ ସ୍କାରକପତ୍ର ଦେଇଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଧଳସାମନ୍ତ ସମ୍ପର୍କ ନେଇ ବିଜେଡିର ସାଧାରଣ ସମ୍ପାଦକ ସମ୍ବିତ ବେହେରା ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ଏହାକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି।

Related story