ଡକାୟତର ଗୁଳିରେ ଡକାୟତ ଆହତ

ଖୋର୍ଦ୍ଧା:ଡକାୟତର ଗୁଳିରେ ସହଯୋଗୀ ଡକାୟତ ଗୁରୁତର ଆହତ। ଖୋର୍ଦ୍ଧାରେ ଡକାୟତି ଉଦ୍ୟମ ବେଳେ ଏହି ଘଟଣା ଘଟିଛି।  ଗ୍ୟାଙ୍ଗ ସଦସ୍ୟର ଅସାବଧାନତାରୁ ଗୁଳି ଫୁଟିଥିବା ଜଣାପଡ଼ିଛି। ଗତକାଲି ରାତିରେ ଖୋର୍ଦ୍ଧା ଏନଏଚ୍-୧୬ ଉପରେ ଡକାୟତି ଉଦ୍ୟମ ହୋଇଥିଲା। ଏହି ସମୟରେ ଭୁଲରେ ଜଣେ ଡକାୟତ ଗୁଳି ଫୁଠାଇଥିଲା। ସେହି ଗୁଳି ଆଉ ଜଣେ ଡକାୟତ ଦେହରେ ବାମପଟ ଛାତିରେ ବାଜିଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

tt

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 01:19 PM IST

ଖୋର୍ଦ୍ଧା:ଡକାୟତର ଗୁଳିରେ ସହଯୋଗୀ ଡକାୟତ ଗୁରୁତର ଆହତ। ଖୋର୍ଦ୍ଧାରେ ଡକାୟତି ଉଦ୍ୟମ ବେଳେ ଏହି ଘଟଣା ଘଟିଛି।  ଗ୍ୟାଙ୍ଗ ସଦସ୍ୟର ଅସାବଧାନତାରୁ ଗୁଳି ଫୁଟିଥିବା ଜଣାପଡ଼ିଛି।

ଗତକାଲି ରାତିରେ ଖୋର୍ଦ୍ଧା ଏନଏଚ୍-୧୬ ଉପରେ ଡକାୟତି ଉଦ୍ୟମ ହୋଇଥିଲା। ଏହି ସମୟରେ ଭୁଲରେ ଜଣେ ଡକାୟତ ଗୁଳି ଫୁଠାଇଥିଲା। ସେହି ଗୁଳି ଆଉ ଜଣେ ଡକାୟତ ଦେହରେ ବାମପଟ ଛାତିରେ ବାଜିଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

https://youtu.be/0XF70WUlw2c

Related story