ଡେଙ୍ଗୁ ଆକ୍ରାନ୍ତ ଶିଶୁପୁତ୍ରର ମୃତ୍ୟୁ ପରେ ଦିଲ୍ଲୀରେ ଓଡ଼ିଆ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତ ଶିଶୁପୁତ୍ରର ମୃତ୍ୟୁ ପରେ ଓଡ଼ିଆ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ତଦନ୍ତ ନିର୍ଦ୍ଦେଶ ପାଇବା ପରେ ଶିଶୁକୁ ଚିକିତ୍ସା ପାଇଁ ଗ୍ରହଣ କରିନଥିବା ୫ଟି ଘରୋଇ ହସ୍ପିଟାଲକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଗତ ୭ତାରିଖରେ ନିଜର ଏକମାତ୍ର ଶିଶୁପୁତ୍ରର ଡେଙ୍ଗୁରେ ମୃତ୍ୟୁ ଘଟିବା ପରେ ମାନସିକ ଭାରସାମ୍ୟ ହରାଇ […]

kendrapada

kendrapada

Rakesh Mallick
  • Published: Sunday, 13 September 2015
  • Updated: 13 September 2015, 03:04 AM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତ ଶିଶୁପୁତ୍ରର ମୃତ୍ୟୁ ପରେ ଓଡ଼ିଆ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ତଦନ୍ତ ନିର୍ଦ୍ଦେଶ ପାଇବା ପରେ ଶିଶୁକୁ ଚିକିତ୍ସା ପାଇଁ ଗ୍ରହଣ କରିନଥିବା ୫ଟି ଘରୋଇ ହସ୍ପିଟାଲକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଗତ ୭ତାରିଖରେ ନିଜର ଏକମାତ୍ର ଶିଶୁପୁତ୍ରର ଡେଙ୍ଗୁରେ ମୃତ୍ୟୁ ଘଟିବା ପରେ ମାନସିକ ଭାରସାମ୍ୟ ହରାଇ ଏହି ଦମ୍ପତ୍ତି କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ ଦମ୍ପତ୍ତିଙ୍କ ନାଁ ଲକ୍ଷ୍ମୀଚନ୍ଦ୍ର ରାଉତ ଓ ବବିତା ରାଉତ। ଏମାନେ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ ଛାଡ଼ି ଯାଇଥିଲେ। ଯାହାକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story