‘ଫୋନି’ ଯୋଗୁ ପ୍ରଭାବିତ ହୋଇନି ଶ୍ରୀମନ୍ଦିରର ରୀତିନୀତି

ପୁରୀ(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଆଉ କିଛି ସମୟ ପରେ ପୁରୀ ସହର ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ। ତା’ରି ପ୍ରଭାବରେ ଏଠାରେ ଗତକାଲିଠାରୁ ବର୍ଷା ଓ ପବନ ହେଉଛି। ଧୀରେ ଧୀରେ ବର୍ଷାର ପରିମାଣ ଓ ପବନର ବେଗ ବଢ଼ୁଛି। ତେବେ ଏଥିଯୋଗୁଁ ପୁରୀ ଶ୍ରୀମନ୍ଦିରର ରୀତିନୀତିରେ କୌଣସି ପ୍ରଭାବ ପଡ଼ିନାହିଁ। ଆଜି ଭୋର୍‌ ୪ଟା ୪୫ ମିନିଟ୍‌ରେ ପ୍ରଥମ ଦୈନନ୍ଦିନ ରୀତିନୀତି ଅନୁସାରେ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇଥିଲା। ଦାୟିତ୍ୱରେ ଥିବା ସେବାୟତ ସିଂହଦ୍ୱାରର […]

temple

temple

Jitendra Garnayak
  • Published: Friday, 03 May 2019
  • Updated: 03 May 2019, 07:43 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଆଉ କିଛି ସମୟ ପରେ ପୁରୀ ସହର ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ। ତା’ରି ପ୍ରଭାବରେ ଏଠାରେ ଗତକାଲିଠାରୁ ବର୍ଷା ଓ ପବନ ହେଉଛି। ଧୀରେ ଧୀରେ ବର୍ଷାର ପରିମାଣ ଓ ପବନର ବେଗ ବଢ଼ୁଛି। ତେବେ ଏଥିଯୋଗୁଁ ପୁରୀ ଶ୍ରୀମନ୍ଦିରର ରୀତିନୀତିରେ କୌଣସି ପ୍ରଭାବ ପଡ଼ିନାହିଁ। ଆଜି ଭୋର୍‌ ୪ଟା ୪୫ ମିନିଟ୍‌ରେ ପ୍ରଥମ ଦୈନନ୍ଦିନ ରୀତିନୀତି ଅନୁସାରେ ଶ୍ରୀମନ୍ଦିରର ଦ୍ୱାର ଫିଟା ଯାଇଥିଲା। ଦାୟିତ୍ୱରେ ଥିବା ସେବାୟତ ସିଂହଦ୍ୱାରର ମୁଖ୍ୟ ଦ୍ୱାର ଖୋଲିଥିଲେ। ଏହି ସମୟରେ ଶ୍ରୀମନ୍ଦିରରେ କିଛି ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ପୁରୀରେ ବାତ୍ୟା ‘ଫୋନି’ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story