ଓଡ଼ିଶା ଆସୁଛନ୍ତି ଦଲାଇଲାମା

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା।  ଆସନ୍ତା ସୋମବାର ଦଲାଇଲାମା ଭୁବନେଶ୍ୱରରେ ପହଞ୍ଚିବେ।  ଓଡ଼ିଶା ଗସ୍ତ ବେଳେ ଦଲାଇଲାମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।  ସୋମବାର ଗୋଟାଏ ୩୦ ବେଳେ ଦଲାଇଲାମା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବା ନେଇ ସୂଚନା ମିଳିଛି।  ପରେ ସେ ବୌଦ୍ଧ ଧର୍ମାବଲମ୍ବୀ ରହୁଥିବା ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Dalai-Lama

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 12:53 AM IST

Related story