ଫୋନି ପାଇଁ ଦଲାଇଲାମାଙ୍କ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ତିବତ୍ତୀୟ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିକଟକୁ ଚିଠି ଲେଖି ଅବଗତ କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଦଲାଇଲାମା। ବାତ୍ୟା ଫୋନି ଯୋଗୁଁ ଓଡ଼ିଶାର ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଛି।    

Untitled-1

Tapas Behera
  • Published: Monday, 06 May 2019
  • , Updated: 06 May 2019, 04:02 PM IST

Related story