ଦଲାଇଲାମାଙ୍କୁ ଭେଟିଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଧର୍ମଶାଳାରେ ଦଲାଇଲାମାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆମେରିକାନ ଇଣ୍ଟରପ୍ରାଇଜ ଇନଷ୍ଟିଚ୍ୟୁଟ ପ୍ରେସିଡେଣ୍ଟ ଆଥୁର ବ୍ରୋକ୍ସଙ୍କ ପକ୍ଷରୁ ଧର୍ମଶାଳାରେ ଆୟୋଜିତ ‘ବିକାଶ ଏବଂ ଗାରିମା: ଗରିବି ସତ୍ତ୍ୱେ ସମ୍ମାନର ସହ ବଞ୍ଚିବା’ ଉପରେ ହୋଇଥିବା ଚର୍ଚ୍ଚାରେ ଉଭୟେ ଯୋଗଦେଇଥିଲେ । ଆଲୋଚନା ବେଳେ ସାଂସଦ ପଣ୍ଡା କହିଥିଲେ, ସେ ଓଡ଼ିଶାରେ ଆଦିବାସୀଙ୍କ ସହ ଗରିବ ଲୋକଙ୍କୁ ଦେଖିଛନ୍ତି । ଯେଉଁମାନେ ନିଜ ଗାରିମା ପ୍ରଦର୍ଶନ କରିବାକୁ ଗରିବିରୁ ଉପରକୁ […]

baijayanta panda

Rakesh Mallick
  • Published: Thursday, 05 November 2015
  • , Updated: 06 November 2015, 04:23 AM IST

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଧର୍ମଶାଳାରେ ଦଲାଇଲାମାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆମେରିକାନ ଇଣ୍ଟରପ୍ରାଇଜ ଇନଷ୍ଟିଚ୍ୟୁଟ ପ୍ରେସିଡେଣ୍ଟ ଆଥୁର ବ୍ରୋକ୍ସଙ୍କ ପକ୍ଷରୁ ଧର୍ମଶାଳାରେ ଆୟୋଜିତ ‘ବିକାଶ ଏବଂ ଗାରିମା: ଗରିବି ସତ୍ତ୍ୱେ ସମ୍ମାନର ସହ ବଞ୍ଚିବା’ ଉପରେ ହୋଇଥିବା ଚର୍ଚ୍ଚାରେ ଉଭୟେ ଯୋଗଦେଇଥିଲେ । ଆଲୋଚନା ବେଳେ ସାଂସଦ ପଣ୍ଡା କହିଥିଲେ, ସେ ଓଡ଼ିଶାରେ ଆଦିବାସୀଙ୍କ ସହ ଗରିବ ଲୋକଙ୍କୁ ଦେଖିଛନ୍ତି । ଯେଉଁମାନେ ନିଜ ଗାରିମା ପ୍ରଦର୍ଶନ କରିବାକୁ ଗରିବିରୁ ଉପରକୁ ଉଠିଛନ୍ତି ।

Related story