ଡାଲିର ଅଭାବ :୨୫୦୦ ଟନ୍ ଡାଲି ଆମଦାନୀ କରିବେ ସରକାର

ଭୁବନେଶ୍ୱର: ହୁ ହୁ ହୋଇ ବଢୁଥିବା ପିଆଜ ଦରକୁ ପଛରେ ପକାଇ ଦେଇଛି ଡାଲି। ତେବେ ରାଜ୍ୟରେ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ନାଫେଡ୍ ମାଧ୍ୟମରେ ରାଜ୍ୟକୁ ୨୫ଶହ ମେଟ୍ରିକ ଟନ୍ ଡାଲି ମଗାଯାଉଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଶନିବାର ସୂଚନା ଦେଇଛନ୍ତି। ତା’ସହ ଡାଲିର କଳାବଜାରୀ ଓ ଦର ନିୟନ୍ତ୍ରଣ ଲାଗି ଖୁଚୁରା ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। […]

dal

dal

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 01:03 PM IST

Sports

Latest News

dalଭୁବନେଶ୍ୱର: ହୁ ହୁ ହୋଇ ବଢୁଥିବା ପିଆଜ ଦରକୁ ପଛରେ ପକାଇ ଦେଇଛି ଡାଲି। ତେବେ ରାଜ୍ୟରେ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ନାଫେଡ୍ ମାଧ୍ୟମରେ ରାଜ୍ୟକୁ ୨୫ଶହ ମେଟ୍ରିକ ଟନ୍ ଡାଲି ମଗାଯାଉଥିବା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଶନିବାର ସୂଚନା ଦେଇଛନ୍ତି। ତା’ସହ ଡାଲିର କଳାବଜାରୀ ଓ ଦର ନିୟନ୍ତ୍ରଣ ଲାଗି ଖୁଚୁରା ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଆସନ୍ତା ୧୫ ଦିନ ଭିତରେ ସ୍ଥିତି ସୁଧୁରିବା ନେଇ ମନ୍ତ୍ରୀ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos