ଗାଁ ଦାଣ୍ଡରେ ଘୋଷାରି ଘୋଷାରି ବୋହୂକୁ ପିଟିଲେ ଶ୍ୱଶୁର

ଯାଜପୁର (ଅଭୟ ପତି): ଝିଅବୋହୂଙ୍କୁ ଘରର ଇଜ୍ଜତ ବୋଲି କୁହାଯାଏ। ସେମାନଙ୍କ ସମ୍ମାନ ରକ୍ଷା ଲାଗି ପରିବାରର ସମସ୍ତେ ଯତ୍ନଶୀଳ ଥା’ନ୍ତି। ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ ଦେଖିବାକୁ ମିଳିଛି ଓଲଟା ଚିତ୍ର। ଏଠାରେ ଜଣେ ବୋହୂଙ୍କୁ ତାଙ୍କ ଶ୍ୱଶୁର ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ ବିଭିନ୍ନ ବର୍ଗର ଲୋକେ ଏ ଘଟଣାକୁ ଖୁବ୍ ନିନ୍ଦା କରିଛନ୍ତି। ଭିଡିଓରେ ଯେଉଁ ବ୍ୟକ୍ତି ଜଣଙ୍କ ମାଡ଼ ମାରୁଛନ୍ତି, […]

JAJ-1

JAJ-1

Niharika Rout
  • Published: Thursday, 26 September 2019
  • Updated: 26 September 2019, 01:20 PM IST

Sports

Latest News

ଯାଜପୁର (ଅଭୟ ପତି): ଝିଅବୋହୂଙ୍କୁ ଘରର ଇଜ୍ଜତ ବୋଲି କୁହାଯାଏ। ସେମାନଙ୍କ ସମ୍ମାନ ରକ୍ଷା ଲାଗି ପରିବାରର ସମସ୍ତେ ଯତ୍ନଶୀଳ ଥା’ନ୍ତି। ହେଲେ ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ ଦେଖିବାକୁ ମିଳିଛି ଓଲଟା ଚିତ୍ର। ଏଠାରେ ଜଣେ ବୋହୂଙ୍କୁ ତାଙ୍କ ଶ୍ୱଶୁର ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହାପରେ ବିଭିନ୍ନ ବର୍ଗର ଲୋକେ ଏ ଘଟଣାକୁ ଖୁବ୍ ନିନ୍ଦା କରିଛନ୍ତି।

ଭିଡିଓରେ ଯେଉଁ ବ୍ୟକ୍ତି ଜଣଙ୍କ ମାଡ଼ ମାରୁଛନ୍ତି, ତାଙ୍କ ନାଁ ନବୀନ ବେହେରା। ବର୍ଷା ଯୋଗୁ କାଦୁଅ ହୋଇଯାଇଥିବା ଗାଁ ରାସ୍ତାରେ ଠାଏ ଠାଏ ପାଣି ଜମି ରହିଥିବା ବେଳେ ସେଥିରେ ବୋହୂର ଚୁଟିକୁ ଧରି ଘୋଷାରି ଘୋଷାରି ନେଇ ସେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ବୋହୂ ନପିଟିବାକୁ ଯେତେ ଅନୁରୋଧ କଲେ ବି ସେ କିଛି ଶୁଣୁ ନାହାନ୍ତି। ପାଖରେ ତାଙ୍କ ଶାଶୂ ଚାରୁଲତା ଏକ କାଠ ଫାଳିଆ ଛିଡ଼ା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ସେ ସମୟରେ କିଛି ଗ୍ରାମବାସୀ ମଧ୍ୟ ବୋହୂକୁ ନ ପିଟିବାକୁ ଅନୁରୋଧ କରୁଥିବା ଏଥିରେ ଶୁଣିବାକୁ ମିଳୁଛି।

ଶାଶୂ ଓ ଶ୍ୱଶୁରଙ୍କ ଏଭଳି ଆଚରଣ ପରେ ବୋହୂଟି ଘରକୁ ଯିବାକୁ ମଧ୍ୟ ମନା କରିଛି। ଜଣେ ସଂପର୍କୀୟଙ୍କୁ ସେ ଏ କଥା କହୁଥିବାର ଶୁଣିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଶାଶୂ-ବୋହୂଙ୍କ ମଧ୍ୟରେ ଉତ୍ତମ ବୁଝାମଣା ନ ଥିବା ବେଳେ ପ୍ରାୟ ସମୟରେ ସେମାନଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହେ। ଏପରିକି ଏହି ବିବାଦ ଥାନାରେ ମଧ୍ୟ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story