ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ; ଭୁବନେଶ୍ୱର ଓ କଟକରେ ନୂଆ ଡିସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏସ୍‌ ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି। ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି। କଟକ ଡିସିପି ହେଲେ ପ୍ରତୀକ ସିଂହ। ଏମ୍. ଅକ୍ଷୟ ହେଲେ ସିଏମ୍‌ଡି  POH &WC । ସତ୍ୟଜିତ ମହାନ୍ତି ହେଲେ ଡିଜି FS & CG, HG। ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ। ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ସୌମେନ୍ଦ୍ର ପ୍ରିୟଦର୍ଶୀ […]

police-1

Niharika Rout
  • Published: Tuesday, 14 July 2020
  • , Updated: 14 July 2020, 02:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏସ୍‌ ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି। ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି। କଟକ ଡିସିପି ହେଲେ ପ୍ରତୀକ ସିଂହ।

ଏମ୍. ଅକ୍ଷୟ ହେଲେ ସିଏମ୍‌ଡି  POH &WC । ସତ୍ୟଜିତ ମହାନ୍ତି ହେଲେ ଡିଜି FS & CG, HG। ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ। ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଏଡିଜି କ୍ରାଇମବ୍ରାଞ୍ଚ।

ଏହାବ୍ୟତୀତ ପ୍ରବୀଣ କୁମାର ହେଲେ ଆଇଜି ଆଇନ ଶୃଙ୍ଖଳା। ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି, ସାର୍ଥକ ଷଡ଼ଙ୍ଗୀଙ୍କର କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଛି।  ଅଖିଳେଶ୍ୱର ସିଂହ ହେଲେ ପୁରୀ ଏସ୍‌ପି। ଗଜପତି ଏସ୍‌ପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି  କରାଯାଇଛି।

ବିନୀତ ଅଗ୍ରୱାଲ ହେଲେ କନ୍ଧମାଳ ଏସ୍‌ପି। ସାଗରିକା ନାଥ ହେଲେ ସୁନ୍ଦରଗଡ଼ ଏସ୍‌ପି। ସୌମ୍ୟା ମିଶ୍ର ହେଲେ ଡିସିପି ଟ୍ରାଫିକ୍। ରାହୁଲ ଜୈନ ହେଲେ ନୂଆପଡ଼ା ଏସ୍‌ପି। ଏସ୍.ସି ଜମାଦାର ହେଲେ ଦେବଗଡ଼ ଏସ୍‌ପି। ତପନ କୁମାର ପଟ୍ଟନାୟକ ହେଲେ ଗଜପତି ଏସ୍‌ପି।

Related story