ରାଖୀ ପୂର୍ବରୁ ଚାଲିଗଲା ଭାଇଭଉଣୀଙ୍କ ଜୀବନ

ବରଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର ରାଖୀ ପୂର୍ଣ୍ଣିମା। ତେବେ ତା’ପୂର୍ବରୁ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗାଁରେ ଶୋକର ଛାୟା ଖେଳି ଯାଇଛି। ଏଠାରେ ଏକ ଘରେ  ଭାଇଭଉଣୀଙ୍କର ସନ୍ଦେହ ଜନକ ଭାବେ ମତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିକାଶ ମେହେର (୨୩) ଓ ମୀନତି ମେହର(୨୦)। ସୂଚନା ଅନୁସାରେ, ଗତକାଲି ରାତିରେ ଦାଶରଥି ମେହେରଙ୍କ ପୁଅ ବିକାଶ ଓ ଝିଅ ମୀନତି ଖାଇ ପିଇ ଶୋଇଥିଲେ। ହେଲେ ଆଜି ସକାଳେ ସେମାନେ […]

baragarh

baragarh

Jitendra Garnayak
  • Published: Friday, 24 August 2018
  • Updated: 24 August 2018, 08:58 AM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର ରାଖୀ ପୂର୍ଣ୍ଣିମା। ତେବେ ତା’ପୂର୍ବରୁ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗାଁରେ ଶୋକର ଛାୟା ଖେଳି ଯାଇଛି। ଏଠାରେ ଏକ ଘରେ  ଭାଇଭଉଣୀଙ୍କର ସନ୍ଦେହ ଜନକ ଭାବେ ମତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିକାଶ ମେହେର (୨୩) ଓ ମୀନତି ମେହର(୨୦)।

ସୂଚନା ଅନୁସାରେ, ଗତକାଲି ରାତିରେ ଦାଶରଥି ମେହେରଙ୍କ ପୁଅ ବିକାଶ ଓ ଝିଅ ମୀନତି ଖାଇ ପିଇ ଶୋଇଥିଲେ। ହେଲେ ଆଜି ସକାଳେ ସେମାନେ ଆଉ ବିଛଣାରୁ ଉଠି ନଥିଲେ। ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।

ଏନେଇ  ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଉଭୟ ମୃତଦେହକୁ ଜବତ କରିଛି। ଘଟଣାର ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story