ରେଳ ଧାରଣାରେ ପଡ଼ିଥିଲା ଡାକ୍ତରଙ୍କ ମୃତଦେହ

Ordigital Desk
  • Published: Saturday, 25 August 2018
  • , Updated: 25 August 2018, 05:11 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଷ୍ଟେସନ୍&zwnj;ର ୧ନଂ ପ୍ଲାଟଫର୍ମର ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ରନାଥ ରଥ।</p> <p>ରବୀନ୍ଦ୍ର ଭୁବନେଶ୍ୱର ମହାନଗର ନିଗମ (ବିଏମ୍&zwnj;ସି)ରେ ଆଡ୍&zwnj;ହକ୍&zwnj; ଡାକ୍ତର ଭାବେ କାର୍ଯ୍ୟରତ ଥିଲେ।</p> <p>ଟ୍ରେନ୍&zwnj;ରୁ ଖସି ତାଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି କାରଣରୁ ହୋଇଛି, ତାହା ସ୍ପଷ୍ଟ ହୋଇ ନାହିଁ।</p> <p>ପୁଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Related story