ବିଦ୍ୟୁତ୍‌ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ଖଇରପାଲି ରେଳଧାରଣା ପାଖରୁ ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରୁସ୍ତମ୍ ଖାଁ ଓରଫ୍ ଜାନୁ।  ରୁସ୍ତମ୍‌ଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ୍‌ କହିଛି,“ ରୁସ୍ତମ୍‌ ଗତକାଲି ରାତିରେ କିଛି ଶ୍ରମିକଙ୍କ ସହ ଏକ ବିବାହ ଭୋଜିରେ ଇଲେକ୍ଟ୍ରିକ୍ କାମ କରିବାକୁ  ଆସିଥିଲା। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ […]

murder-12

murder-12

Jyoshna Pradhan
  • Published: Friday, 22 February 2019
  • Updated: 22 February 2019, 01:11 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ଖଇରପାଲି ରେଳଧାରଣା ପାଖରୁ ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରୁସ୍ତମ୍ ଖାଁ ଓରଫ୍ ଜାନୁ।  ରୁସ୍ତମ୍‌ଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପୁଲିସ୍‌ କହିଛି,“ ରୁସ୍ତମ୍‌ ଗତକାଲି ରାତିରେ କିଛି ଶ୍ରମିକଙ୍କ ସହ ଏକ ବିବାହ ଭୋଜିରେ ଇଲେକ୍ଟ୍ରିକ୍ କାମ କରିବାକୁ  ଆସିଥିଲା। ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story