କାଲିଠୁ ନିଖୋଜ ଥିଲେ, ମୃତଦେହ ମିଳିଲା

ନୟାଗଡ଼(ସତ୍ୟ ନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍‌ ଡିମସାହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କୌଣସି ବନ୍ୟ ଜନ୍ତୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଯୋଗୀ ପରିଡ଼ା। ଗତକାଲି ସେ  ଜଙ୍ଗଲ ମଧ୍ୟରେ ଥିବା ତାଙ୍କ ଜମିକୁ ଯାଇଥିଲେ। ହେଲେ ସେ  ଘରକୁ ନ ଫେରିବାରୁ  ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ପାଇନଥିଲେ। ଆଜି ସକାଳେ ଯୋଗୀଙ୍କ ମୃତଦେହ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ […]

nayagarh

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 11:52 AM IST

ନୟାଗଡ଼(ସତ୍ୟ ନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍‌ ଡିମସାହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କୌଣସି ବନ୍ୟ ଜନ୍ତୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଯୋଗୀ ପରିଡ଼ା। ଗତକାଲି ସେ  ଜଙ୍ଗଲ ମଧ୍ୟରେ ଥିବା ତାଙ୍କ ଜମିକୁ ଯାଇଥିଲେ। ହେଲେ ସେ  ଘରକୁ ନ ଫେରିବାରୁ  ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ପାଇନଥିଲେ।

ଆଜି ସକାଳେ ଯୋଗୀଙ୍କ ମୃତଦେହ ଜଙ୍ଗଲ ମଧ୍ୟରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ତାଙ୍କୁ ଜଙ୍ଗଲୀ ଜନ୍ତୁ ମାରି ଦେଇଥିବା କୁହାଯାଉଛି। ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଡମସାହି ଗାଁଲୋକେ ରାସ୍ତାରୋକ କରିଛନ୍ତି।

Related story