ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

Ordigital Desk
  • Published: Friday, 02 February 2018
  • , Updated: 02 February 2018, 01:08 PM IST
<p>ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ&nbsp; ଝରାଡ଼ିହି ଗାଁ ନାଳ ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଢିପସାହି&nbsp; ଗାଁର ଲଖିନ୍ଦର ମୁଣ୍ଡା(୩୦)। ଲଖିନ୍ଦରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗତକାଲି ଠାରୁ ସେ ନିଖୋଜ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି&nbsp; ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ଜଣାପଡ଼ି ନାହିଁ। ଧାରୁଆ ଅସ୍ତ୍ରରେ ତାଙ୍କୁ ମୁଣ୍ଡକୁ ହାଣି ହତ୍ୟା କରିଥିବା କୁହାଯାଉଛି।</p>

Related story