ରାଜଧାନୀରେ ମର୍ଡର: ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

Ordigital Desk
  • Published: Tuesday, 21 August 2018
  • , Updated: 21 August 2018, 06:14 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଏକ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କମିଶନରେଟ୍&zwnj; ପୁଲିସ୍&zwnj; ଉଦ୍ଧାର କରିଛି।</p> <p>ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍&zwnj; ସନ୍ଦେହ କରୁଛି।</p>

Related story