ରେଳଧାରଣାରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଝାରସୁଗୁଡ଼ା(ଭାଗୀରଥି ସାହୁ): ଝାରସୁଗୁଡ଼ା ବସ୍‌ ଓଭର ବ୍ରିଜ ତଳେ ଯାଇଥିବା ରେଳ ଧାରଣାର ୧କିଲୋମିଟର ଦୂରତାର  ଏକ   ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ହତ୍ୟା କରାଯାଇଥିବା  ସନ୍ଦେହ କରାଯାଉଛି। ଶିଶୁଟିର  ଗୋଟିଏ ହାତ କଟି ଯାଇଛି। ରେଳବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି। ଶିଶୁଟିର ପରିଚୟ ମିଳିନାହିଁ। ଘଟଣାର ତଦନ୍ତ କରାଯାଇ ପ୍ରକୃତ କାରଣ ଉନ୍ମୋଚନ କରାଯାଉ ବୋଲି ଚାଇଲ୍ଡ କେୟାର ଆଶିଷ ପଣ୍ଡା ଦାବି କରିଛନ୍ତି।

45

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 12:57 PM IST

ଝାରସୁଗୁଡ଼ା(ଭାଗୀରଥି ସାହୁ): ଝାରସୁଗୁଡ଼ା ବସ୍‌ ଓଭର ବ୍ରିଜ ତଳେ ଯାଇଥିବା ରେଳ ଧାରଣାର ୧କିଲୋମିଟର ଦୂରତାର  ଏକ   ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଶିଶୁଟି ହତ୍ୟା କରାଯାଇଥିବା  ସନ୍ଦେହ କରାଯାଉଛି। ଶିଶୁଟିର  ଗୋଟିଏ ହାତ କଟି ଯାଇଛି। ରେଳବାଇ ପୋଲିସ୍ ଘଟଣାର ତଦନ୍ତ କରୁଛି। ଶିଶୁଟିର ପରିଚୟ ମିଳିନାହିଁ।

ଘଟଣାର ତଦନ୍ତ କରାଯାଇ ପ୍ରକୃତ କାରଣ ଉନ୍ମୋଚନ କରାଯାଉ ବୋଲି ଚାଇଲ୍ଡ କେୟାର ଆଶିଷ ପଣ୍ଡା ଦାବି କରିଛନ୍ତି।

Related story