ଚିଲିକା କୂଳରେ ପଡ଼ିଛି ଡଲଫିନ୍‌ର ମୃତଦେହ

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଟ ନିକଟରେ ଗତକାଲି ସନ୍ଧ୍ୟାରୁ ଏକ ବିରଳ ଇରାୱାଡ଼ି ଡଲଫିନ୍‌ର ମୃତଦେହ ପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଏହି ବିରଳ ପ୍ରଜାତିର ଡଲଫିନ୍ ସଂଖ୍ୟା  ଚିଲିକାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ଜାନୁଆରୀ ୧୭ରେ ଚିଲିକାରେ ଡଲଫିନ୍‌ ଗଣନା କରାଯାଇଥିଲା। ଚିଲିକାରେ ୧୧୩ଟି ଡଲଫିନ୍‌ ଥିବା ଜଣାପଡ଼ିଥିଲା। ତେବେ ଚଳିତ ମାସ ୩ଟି ଡଲଫିନ୍‌ଙ୍କ ବିଭିନ୍ନ କାରଣରୁ […]

fish

fish

Jyoshna Pradhan
  • Published: Sunday, 24 February 2019
  • Updated: 24 February 2019, 10:00 AM IST

Sports

Latest News

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଟ ନିକଟରେ ଗତକାଲି ସନ୍ଧ୍ୟାରୁ ଏକ ବିରଳ ଇରାୱାଡ଼ି ଡଲଫିନ୍‌ର ମୃତଦେହ ପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ଏହି ବିରଳ ପ୍ରଜାତିର ଡଲଫିନ୍ ସଂଖ୍ୟା  ଚିଲିକାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ଜାନୁଆରୀ ୧୭ରେ ଚିଲିକାରେ ଡଲଫିନ୍‌ ଗଣନା କରାଯାଇଥିଲା। ଚିଲିକାରେ ୧୧୩ଟି ଡଲଫିନ୍‌ ଥିବା ଜଣାପଡ଼ିଥିଲା। ତେବେ ଚଳିତ ମାସ ୩ଟି ଡଲଫିନ୍‌ଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story