ଗାଁ ଦାଣ୍ଡରୁ ଗାଏବ ହୋଇଯାଇଥିଲା ସ୍ୱାତୀ, ପୋଖରୀରୁ ମିଳିଲା ମୃତଦେହ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ଗାଏବ ହୋଇଯାଇଥିବା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀର ମୃତଦେହ ଆଜି ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଛି। ଗାଁର ଆଦିବାସୀ ବସ୍ତି ନିକଟ ଏକ ପରିତ୍ୟକ୍ତ ପୋଖରୀରେ ଛୁଆଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗତ ଶୁକ୍ରବାର ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ଗାଏବ ହୋଇଗଲା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଓ […]

swati-2

swati-2

Niharika Rout
  • Published: Tuesday, 15 December 2020
  • Updated: 15 December 2020, 01:14 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ଗାଏବ ହୋଇଯାଇଥିବା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀର ମୃତଦେହ ଆଜି ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଛି। ଗାଁର ଆଦିବାସୀ ବସ୍ତି ନିକଟ ଏକ ପରିତ୍ୟକ୍ତ ପୋଖରୀରେ ଛୁଆଟିର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଗତ ଶୁକ୍ରବାର ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁ ଖେଳୁ ହଠାତ୍‌ ଗାଏବ ହୋଇଗଲା ୩ ବର୍ଷର ଶିଶୁ କନ୍ୟା ସ୍ୱାତୀ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ ମଧ୍ୟ ଶିଶୁଟିର ପତ୍ତା ମିଳିପାରି ନ ଥିଲା।ପୂର୍ବରୁ ଉକ୍ତ ପୋଖରୀରେ ପୁଲିସ୍‌ ଖୋଜାଖୋଜି କରି କିଛି ପାଇ ନ ଥିବା ବେଳେ ଆଜି କିପରି ଓ କେଉଁଠୁ ମୃତଦେହ ଆସିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୃତଦେହଟି ଫୁଲି ଯାଇଥିବା ବେଳେ ତାହା କେବେଠୁ ସେଠାରେ ପଡ଼ିଛି ସେ ନେଇ ତନାଘନା ଆରମ୍ଭ କରିଦେଇଛି ପୁଲିସ୍‌। ପୋଖରୀ ନିକଟରୁ ଏକ ଠାକୁରାଣୀଙ୍କ ଲୁଗା ପଡ଼ିଥିବା ଦେଖିବାକୁ ମିଳୁଥିବା ବେଳେ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

‘ପରୀ’କୁ ହତ୍ୟା କରାଯିବା ସହ ତା’ର ଅଙ୍ଗ ତସ୍କରୀ କରାଯାଇଥିବା ନେଇ ତା ବାପାମା’ ଅଭିଯୋଗ କରିଥିବା ବେଳେ ପୁଣି ସେହି ଜିଲ୍ଲାରୁ ଆଉ ଏକ ପିଲା ଗାଏବ ଘଟଣା ପୁଲିସ୍‌କୁ ଅଡ଼ୁଆରେ ପକାଇ ଦେଇଛି।  ଏହା ପଛରେ ମଧ୍ୟ ଅଙ୍ଗ ତସ୍କରୀ ରାକେଟ କାମ କରିଛି, ନା ଅନ୍ୟ କିଛି କାରଣରୁ ୩ ବର୍ଷର ଶିଶୁଟିକୁ ନିର୍ମମ ଭାବେ  ହତ୍ୟା କରାଯାଇଛି, ସେ ନେଇ ଉଠିଛି ବହୁ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story