ପାଣି ପିଇବାକୁ ଆସି ମରିଗଲା ହାତୀ ଛୁଆ

ସୁନ୍ଦରଗଡ଼( ବିଜୟ ବରୁଆଁ): ପାଣି ପିଇବାକୁ ଆସି କାଦୁଅରେ ଫସି ଗଲା ହାତୀ ଛୁଆ। ଆଉ ସେଠାରୁ ବାହାରି ନ ପାରି ପାଣିରେ ବୁଡ଼ି ପ୍ରାଣ ହରାଇଲା। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଦାଘୋରା ସେକ୍ସନର ଖଜୁରବାହାଲ ଗାଁରେ ଘଟିଯାଇଛି। ଗାଁ  ବନ୍ଧ ନିକଟ ଏକ ଛୋଟ ପୋଖରୀରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର  କରାଯାଇଛି। ପାଣିରେ ବୁଡ଼ିଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।  ନିକଟ ଜଙ୍ଗଲରୁ ଏକ […]

elephant

elephant

Niharika Rout
  • Published: Friday, 21 August 2020
  • Updated: 21 August 2020, 09:49 AM IST

Sports

Latest News

ସୁନ୍ଦରଗଡ଼( ବିଜୟ ବରୁଆଁ): ପାଣି ପିଇବାକୁ ଆସି କାଦୁଅରେ ଫସି ଗଲା ହାତୀ ଛୁଆ। ଆଉ ସେଠାରୁ ବାହାରି ନ ପାରି ପାଣିରେ ବୁଡ଼ି ପ୍ରାଣ ହରାଇଲା। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଦାଘୋରା ସେକ୍ସନର ଖଜୁରବାହାଲ ଗାଁରେ ଘଟିଯାଇଛି।

ଗାଁ  ବନ୍ଧ ନିକଟ ଏକ ଛୋଟ ପୋଖରୀରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର  କରାଯାଇଛି। ପାଣିରେ ବୁଡ଼ିଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।  ନିକଟ ଜଙ୍ଗଲରୁ ଏକ ହାତୀପଲ ପାଣି ପିଇବାକୁ ଆସିଥିବା ବେଳେ ଛୁଆ ହାତୀଟି ଫସି ଯାଇ ଆଖି ବୁଜିଥିବା ଆଲୋଚନା ହେଉଛି। ବନ୍ଧ ପାଖରେ ବହୁ ହାତୀଙ୍କ ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ।

ଗାଁ ଲୋକେ ହାତୀ ଛୁଆର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସେହି ଅଞ୍ଚଳରେ ଏକ ଚିତା ବାଘର ମୃତ ଦେହ କ୍ଷତାକ୍ତ ଅବସ୍ଥା ରେ ରେଳ ଧାରଣ କଡ଼ରୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ । ଏବଂ ଆଜି ଆଉ ଏକ ହାତୀ ଛୁଆ ର ମୃତ୍ୟୁ ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story