ପିକ୍‌ନିକ୍‌ କରିବାକୁ ଯାଇ ବୁଡ଼ି ଯାଇଥିଲେ, ମିଳିଲା ମୃତଦେହ

ରାଉରକେଲା(ଓଡ଼ିଶା ରିପୋର୍ଟର):  ପିକ୍‌ନିକ କରିବାକୁ ଯାଇ ଗତକାଲି ରାଉରକେଲା କୋଏଲ ନଦୀରେ ବୁଡ଼ି ଯାଇଥିବା ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଥିବା ବେଳେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ପିକନିକ୍ କରିବାକୁ କିଛି ଯୁବକ ଅପରାହ୍ନରେ କୋଏଲ ନଦୀରେ ଗାଧୋଉଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଯୁବକ  ଜଳ ସ୍ରୋତରେ ଭାସି ଯାଇଥିଲେ ।   । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଗତକାଲି ୨ ଜଣଙ୍କ […]

drown-1

Niharika Rout
  • Published: Monday, 21 December 2020
  • , Updated: 21 December 2020, 09:56 AM IST

ରାଉରକେଲା(ଓଡ଼ିଶା ରିପୋର୍ଟର):  ପିକ୍‌ନିକ କରିବାକୁ ଯାଇ ଗତକାଲି ରାଉରକେଲା କୋଏଲ ନଦୀରେ ବୁଡ଼ି ଯାଇଥିବା ୩ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଥିବା ବେଳେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ରବିବାର ପିକନିକ୍ କରିବାକୁ କିଛି ଯୁବକ ଅପରାହ୍ନରେ କୋଏଲ ନଦୀରେ ଗାଧୋଉଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଯୁବକ  ଜଳ ସ୍ରୋତରେ ଭାସି ଯାଇଥିଲେ ।   ।

ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Related story