ବିଲରୁ ହାତୀ ଛୁଆର ମୃତଦେହ ଠାବ

ଅନୁଗୋଳ(ବିରଜା ଦାସ): ଢେଙ୍କାନାଳ ଜିଲ୍ଲା ମହବିରୋଡ଼ ରେଞ୍ଜ ପରଜଙ୍ଗ ଡ଼ାମୋଲ ଗାଁ ବିଲରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହାତୀ ଛୁଆଟିର ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ  ପହଞ୍ଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ହାତୀ ଛୁଆର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ଗତକାଲି ହାତୀ ପଲ ଗାଁ ନିକଟରେ ଥିବା ବେଳେ ଆଜି ସକାଳୁ […]

elethent

Tapaswini Nayak
  • Published: Thursday, 24 October 2019
  • , Updated: 24 October 2019, 02:38 PM IST

ଅନୁଗୋଳ(ବିରଜା ଦାସ): ଢେଙ୍କାନାଳ ଜିଲ୍ଲା ମହବିରୋଡ଼ ରେଞ୍ଜ ପରଜଙ୍ଗ ଡ଼ାମୋଲ ଗାଁ ବିଲରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହାତୀ ଛୁଆଟିର ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ  ପହଞ୍ଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ହାତୀ ଛୁଆର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।

ଗତକାଲି ହାତୀ ପଲ ଗାଁ ନିକଟରେ ଥିବା ବେଳେ ଆଜି ସକାଳୁ ଛୁଆ ହାତୀର ମୃତଦେହ ବିଲ ଭିତରେ ଠାବ କରାଯାଇଥିଲା।

Related story