ଦେବେନ୍ଦ୍ର ମହାପାତ୍ର ହେଲେ ଅବକାରୀ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ଦେବେନ୍ଦ୍ର ମହାପାତ୍ର ହେଲେ ଅବକାରୀ କମିଶନର। ପ୍ରତାପ ଚନ୍ଦ୍ର ଦାଶ ହେଲେ ପଞ୍ଚାୟତିରାଜ ନିର୍ଦ୍ଦେଶ। ହେମନ୍ତ କୁମାର ପାଢୀ ହେଲେ ଇଷ୍ଟେଟ ନିର୍ଦ୍ଦେଶକ। ପି.କେ. ସେନାପତି ହେଲେ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ। ମନୀଷ ଅଗ୍ରୱାଲ ହେଲେ ଇଡି ଓ ସିଜିଏମ୍‌ଆଇ। ଶରତ ନାୟକ ହେଲେ କଟକ ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ। ଏସ୍‌ଆର ପ୍ରଧାନ ହେଲେ ଶିଳ୍ପ ନିର୍ଦ୍ଦେଶକ।

secretariat

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 10:37 PM IST

Related story