ଡିସେମ୍ୱର ୧ରେ ପ୍ରକାଶ ପାଇବ ଓଟିଇଟି ରେଜଲ୍ଟ

କଟକ: ଡିସେମ୍ୱର ୧ରେ ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ। ଦୁଇଟି ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଦକ୍ଷ ପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି। Indiaresults.com,prestigeresults.in ଲଗ୍ ଅନ୍ କରି ପରୀକ୍ଷାର୍ଥୀ ସେମାନଙ୍କ ଫଳାଫଳ ଜାଣି ପାରିବେ। ଡିସେମ୍ୱର ୨ରୁ ପରୀକ୍ଷାର୍ଥୀ ୱେବସାଇଟରୁ ଡାଉନଲୋଡ୍ କରିପାରିବେ ପରୀକ୍ଷା ଖାତାର ଓମ୍ଆର୍ କପି। ଚଳିତବର୍ଷ ପ୍ରାୟ ୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଓଟିଇଟି ପରୀକ୍ଷା ଦେଇଛନ୍ତି।

otet exam

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 03:42 PM IST

କଟକ: ଡିସେମ୍ୱର ୧ରେ ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ। ଦୁଇଟି ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଦକ୍ଷ ପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି। Indiaresults.com,prestigeresults.in ଲଗ୍ ଅନ୍ କରି ପରୀକ୍ଷାର୍ଥୀ ସେମାନଙ୍କ ଫଳାଫଳ ଜାଣି ପାରିବେ। ଡିସେମ୍ୱର ୨ରୁ ପରୀକ୍ଷାର୍ଥୀ ୱେବସାଇଟରୁ ଡାଉନଲୋଡ୍ କରିପାରିବେ ପରୀକ୍ଷା ଖାତାର ଓମ୍ଆର୍ କପି।

ଚଳିତବର୍ଷ ପ୍ରାୟ ୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଓଟିଇଟି ପରୀକ୍ଷା ଦେଇଛନ୍ତି।

Related story