ଉଲିବୁରୁ ଖଣି ଦୁର୍ନୀତି: ଡିସେମ୍ୱର ୧୬ରେ ଦୀପକଙ୍କ ଜାମିନ୍‌ ଶୁଣାଣି

କେନ୍ଦୁଝର: ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ପାଇଁ ପିଟିସ୍‌ ଦାଖଲ କରିଥିଲେ। କୋର୍ଟ ଆଜି ତାଙ୍କ ପିଟିସନ୍‌କୁ ଗ୍ରହଣ କରି ରାୟ ସଂରକ୍ଷିତ ରଖିଛନ୍ତି। ଆଗାମୀ ୧୬ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ପୂର୍ବରୁ କୋର୍ଟ ଦୀପକଙ୍କ ଜାମିନ୍‌ ଆବେଦନ ଖାରଜ କରିଥିଲେ। ଫଳରେ ସେ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ଯାଇଥିଲେ। ହେଲେ ସେଠାରେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଥିଲା।

mines-in-odisha

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 06:56 PM IST

କେନ୍ଦୁଝର: ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ପାଇଁ ପିଟିସ୍‌ ଦାଖଲ କରିଥିଲେ। କୋର୍ଟ ଆଜି ତାଙ୍କ ପିଟିସନ୍‌କୁ ଗ୍ରହଣ କରି ରାୟ ସଂରକ୍ଷିତ ରଖିଛନ୍ତି। ଆଗାମୀ ୧୬ ତାରିଖରେ ପରବର୍ତ୍ତି ଶୁଣାଣି ହେବ।

ପୂର୍ବରୁ କୋର୍ଟ ଦୀପକଙ୍କ ଜାମିନ୍‌ ଆବେଦନ ଖାରଜ କରିଥିଲେ। ଫଳରେ ସେ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ଯାଇଥିଲେ। ହେଲେ ସେଠାରେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଥିଲା।

Related story