ପ୍ରକାଶ ପାଇଲା ଡିଇଏଲ୍‌ଇଡି ପରୀକ୍ଷାଫଳ

କଟକ: ପ୍ରକାଶ ପାଇଲା ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍‌ ବା ଡିଇଏଲ୍‌ଇଡି ପରୀକ୍ଷାଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୧୦,୦୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮, ୨୪୭ ଜଣ ପାସ୍ କରିଛନ୍ତି। ପାସ୍ ହାର ରହିଛି ୮୨.୪୨ ପ୍ରତିଶତ। ଆଜି ଅପରାହ୍ନ ୫ଟାରୁ ବୋର୍ଡ ପକ୍ଷରୁ ଧାର୍ଯ୍ୟ ୱେବସାଇଟ୍ www.indiaresults.comରେ ପରୀକ୍ଷାଫଳ ଉପଲବ୍ଧ ହେବ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି।

deld result

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 02:03 PM IST

Related story