ଦିଲ୍ଲୀରୁ ଆସିଥିବା ମେକାନିକ ଓଲଟି ପଡିଥିବା ବ୍ରଣ୍ଟୋସ୍କାଏ ଲିଫ୍ଟ ଗାଡିର ମରାମତି କରିବେ

ଭୁବନେଶ୍ୱର: ଓଲଟି ପଡିଥିବା ବ୍ରଣ୍ଟୋସ୍କାଏ ଲିଫ୍ଟ ଗାଡିର ମରାମତି କରାଯିବ । ଦିଲ୍ଲୀରୁ ଆସିଥିବେ ମେକାନିକ ଏହାକୁ ମରାମତି କରିବାକୁ ରାଜି ହୋଇଛନ୍ତି । ଏହି ଗାଡିର କିଛି ସେନସର ଖରାପ ଥିବାରୁ ଏହା କାମ କରୁନାହିଁ। ତେବେ ବିଦେଶରୁ ଯନ୍ତ୍ରାଂଶ ଆସିବା ପରେ ଖରାପ ସେନସରର ମରାମତି କରାଯିବ । ପରେ ହିଁ ବ୍ରଣ୍ଟୋସ୍କାଏ କାର୍ଯ୍ୟକ୍ଷମ ହେବା ନେଇ ଥିବା ଆଶଙ୍କା ଦୂର ହେବ । ଏହି ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ […]

brantosky

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 07:28 AM IST

ଭୁବନେଶ୍ୱର: ଓଲଟି ପଡିଥିବା ବ୍ରଣ୍ଟୋସ୍କାଏ ଲିଫ୍ଟ ଗାଡିର ମରାମତି କରାଯିବ । ଦିଲ୍ଲୀରୁ ଆସିଥିବେ ମେକାନିକ ଏହାକୁ ମରାମତି କରିବାକୁ ରାଜି ହୋଇଛନ୍ତି । ଏହି ଗାଡିର କିଛି ସେନସର ଖରାପ ଥିବାରୁ ଏହା କାମ କରୁନାହିଁ। ତେବେ ବିଦେଶରୁ ଯନ୍ତ୍ରାଂଶ ଆସିବା ପରେ ଖରାପ ସେନସରର ମରାମତି କରାଯିବ । ପରେ ହିଁ ବ୍ରଣ୍ଟୋସ୍କାଏ କାର୍ଯ୍ୟକ୍ଷମ ହେବା ନେଇ ଥିବା ଆଶଙ୍କା ଦୂର ହେବ । ଏହି ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ଓଲଟି ପଡିଥିବା ଗାଡିକୁ ୩ଟି କ୍ରେନ ଦ୍ୱାରା ଉଠାଯାଇଛି ।

Related story