ଡେଙ୍ଗୁ ନେଲା ଜୀବନ

କଟକ (ଓଡ଼ିଶା ରିପୋର୍ଟର): ଡେଙ୍ଗୁ ନେଲା ଜୀବନ। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ଡେଙ୍ଗୁ ରୋଗୀଙ୍କ ଆଜି ମୃତ୍ୟୁ ହୋଇଛି। ତାଙ୍କ ନାଁ ତ୍ରୌଲୋକ୍ୟ ବାରିକ। ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡିମିରିଆର। ତ୍ରୈଲୋକ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ୨୨ରେ ତାରିଖରେ ଏସ୍‌ସିବିରେ ଆଡମିଶନ ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଚଳିତବର୍ଷ ଏହା […]

dengu

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 06:24 PM IST

କଟକ (ଓଡ଼ିଶା ରିପୋର୍ଟର): ଡେଙ୍ଗୁ ନେଲା ଜୀବନ। କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ଡେଙ୍ଗୁ ରୋଗୀଙ୍କ ଆଜି ମୃତ୍ୟୁ ହୋଇଛି। ତାଙ୍କ ନାଁ ତ୍ରୌଲୋକ୍ୟ ବାରିକ। ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡିମିରିଆର।

ତ୍ରୈଲୋକ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ୨୨ରେ ତାରିଖରେ ଏସ୍‌ସିବିରେ ଆଡମିଶନ ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଚଳିତବର୍ଷ ଏହା ହେଉଛି ପ୍ରଥମ ଡେଙ୍ଗୁ ମୃତ୍ୟୁ।

Related story