ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ନିକଟ ବନ୍ଧମୁଣ୍ଡାରେ ଏକ ମାଲବାହୀ ଟ୍ରେନର ପାଞ୍ଚଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଫଳରେ କିଛି ସମୟ ଲାଗି ଉକ୍ତ ମାର୍ଗରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଲାଇନ୍‌ କ୍ଲିୟର ହେବା ପରେ ଟ୍ରେନ୍ ଚଳାଚଳ ହୋଇଥିଲା। ରେଳ ଲାଇନରେ ତ୍ରୁଟି ଯୋଗୁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

toooooooooo000

Tapaswini Nayak
  • Published: Friday, 25 January 2019
  • , Updated: 25 January 2019, 01:27 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ନିକଟ ବନ୍ଧମୁଣ୍ଡାରେ ଏକ ମାଲବାହୀ ଟ୍ରେନର ପାଞ୍ଚଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଫଳରେ କିଛି ସମୟ ଲାଗି ଉକ୍ତ ମାର୍ଗରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଲାଇନ୍‌ କ୍ଲିୟର ହେବା ପରେ ଟ୍ରେନ୍ ଚଳାଚଳ ହୋଇଥିଲା।

ରେଳ ଲାଇନରେ ତ୍ରୁଟି ଯୋଗୁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Related story