ଦେବୀ ସୁଭଦ୍ରାଙ୍କୁ ଛୁଇଁଲେ ପୋଲିସ ବାବୁ!

ପୁରୀ: ଆଜି ପହଣ୍ଡି ବିଜେ ବେଳେ ଦେବୀ ସୁଭଦ୍ରାଙ୍କୁ ପୋଲିସ ଅଧିକାରୀ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି। ପୁରୀ ସମୁଦ୍ର କୂଳ ଥାନାର ପୂର୍ବତନ ଆଇଆଇସି ଅମୂଲ୍ୟ କୁମାର ଧର ଦେବୀ ସୁଭଦ୍ରାଙ୍କୁ ଛୁଇଁଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ସିସିଟିଭି ଯାଞ୍ଚ କରାଯାଉଛି।

subhadra-720x430

Rakesh Mallick
  • Published: Thursday, 06 July 2017
  • , Updated: 07 July 2017, 12:24 PM IST

Related story