ଅମାନିଆଙ୍କୁ କେମିତି ସାବାଡ଼ କରାଯାଇଛି କହିଲେ ଡିଜିପି ଅଭୟ

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ମହାମାରୀ ବେକାବୁ ହେବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଲନୀ କରିଛନ୍ତି ପୁଲିସ ଡିଜି ଅଭୟ। କୋଭିଡ଼ ନିୟମକୁ କଡ଼ାକଡ଼ି  ପାଳନ କରିବାକୁ ଅପିଲ କରିଛନ୍ତି କଲେ ପୁଲିସ ଡିଜି ଅଭୟ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ କରିବାକୁ ଅପିଲ କରିଛନ୍ତି ଅଭୟ। ଏପ୍ରିଲରେ କେବଳ ଅମାନିଆଙ୍କ ଠାରୁ ମାସ୍କ ବାବଦରେ ୫ କୋଟି ୨୪ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି। ମାସ୍କ ଓ ସାମାଜିକ ଦୂରତ୍ୱ […]

DGP Abhya

DGP Abhya

Tapas Behera
  • Published: Thursday, 29 April 2021
  • Updated: 29 April 2021, 05:15 PM IST

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ମହାମାରୀ ବେକାବୁ ହେବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଲନୀ କରିଛନ୍ତି ପୁଲିସ ଡିଜି ଅଭୟ। କୋଭିଡ଼ ନିୟମକୁ କଡ଼ାକଡ଼ି  ପାଳନ କରିବାକୁ ଅପିଲ କରିଛନ୍ତି କଲେ ପୁଲିସ ଡିଜି ଅଭୟ। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ କରିବାକୁ ଅପିଲ କରିଛନ୍ତି ଅଭୟ। ଏପ୍ରିଲରେ କେବଳ ଅମାନିଆଙ୍କ ଠାରୁ ମାସ୍କ ବାବଦରେ ୫ କୋଟି ୨୪ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି। ମାସ୍କ ଓ ସାମାଜିକ ଦୂରତ୍ୱ ଭଙ୍ଗ ପାଇଁ ମୋଟ ୫.୬୬ କୋଟି ଫାଇନ ଆଦାୟ ହୋଇଛି।  ଏପ୍ରିଲରେ ୩୫୦ ଦୋକାନ ଓ ଇନଷ୍ଟିଚ୍ୟୁଟ ସିଲ୍ ହୋଇଥିବା କହିଲେ ଡିଜିପି। କୋଭିଡ଼ ନିୟମ ଭଙ୍ଗ ପାଇଁ ୪୧୮ ଗିରଫ ହୋଇଛନ୍ତି। ୧୮ ହଜାର ଗାଡ଼ି ଜବତ ହୋଇଛି। ଏସବୁ କରିବାକୁ ଭଲ ଲାଗୁନି। ଆପଣଙ୍କ ସୁରକ୍ଷା ପାଇଁ ଏସବୁ କରୁଛୁ ବୋଲି ଡିଜିପି କହିଛନ୍ତି।

ତେବେ ଗତକିଛି ଦିନ ଧରି ଉପରମୁହାଁ କରୋନା ଗ୍ରାଫ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଉଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଦୈନିକ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଲୋକାଲ କେସ୍‌ ବହୁତ ରହୁଛି। ତେଣୁ କଟକ ଓ ଭୁବନେଶ୍ୱରରେ ଏବେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି ଗତକାଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ବୟାନ ଦେଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଜଣେ ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରୁଥିବାରୁ ସଂକ୍ରମଣ ବଢ଼ୁଛି। ସେଥିପାଇଁ ଟୁଇନସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଏକାଧିକ ଲୋକ ବାହାରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଛି। କୋଭିଡ୍ ହଟସ୍ପଟ ରାଜ୍ୟଗୁଡ଼ିକରୁ ଲୋକମାନେ ନିୟମିତ ଆସୁଥିବାରୁ ସେମାନେ ଏଠାରେ ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story