ଡିଜିପିଙ୍କୁ ଭେଟି ଚିଟଫଣ୍ଡ ତଦନ୍ତ ନେଇ ଆଲୋଚନା କଲେ ସିବିଆଇ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ଡିଆଇଜି ଏବଂ ଏସପି

ଭୁବନେଶ୍ୱର: ସିବିଆଇ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ଡିଆଇଜି ଏସ୍ ବାଗଚି ଏବଂ ଏସପି ରାଜୀବ ରଞ୍ଜନ ଆଜି ଡିଜିପି କେ.ବି. ସିଂଙ୍କୁ ଭେଟିଥିଲେ । ଏହି ସମୟରେ ଉଭୟେ ଡିଜିପିଙ୍କ ସହ ଚିଟଫଣ୍ଡ ତଦନ୍ତ ନେଇ ଓଡ଼ିଶା ପୋଲିସର ସହଯୋଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ତଦନ୍ତ ବେଳେ ଆବଶ୍ୟକ ଭିତ୍ତିଭୂମି ଓ ମ୍ୟାନ ପାୱାର ଉପରେ ଆଲୋଚନା କରାଯାଇଥିବା ଜଣାପଡିଛି।

cbi

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 09:10 AM IST

Related story