୬୫ତମ ପୋଲିସ୍ ଡ୍ୟୁଟି ମିଟ୍ ଆରମ୍ଭ, ଉଦଘାଟନ କଲେ ଡିଜିପି
କଟକ: କଟକରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପୋଲିସର ୬୫ତମ ପୋଲିସ ଡ୍ୟୁଟି ମିଟ୍। ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ପୋଲିସ୍ ଡିଜି ଆର.ପି. ଶର୍ମା ଉଦଘାଟନ କରିଛନ୍ତି। ବକ୍ସିବଜାର ସ୍ଥିତ ପୋଲିସ ଗ୍ରାଉଣ୍ଡରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ମିଟ୍କୁ ଆୟୋଜନ କରାଯାଇଛି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଯୋଗଦେବେ। ଡ୍ୟୁଟି ମିଟ୍ର ଉଦଘାଟନ ସମାରୋହର ଯୋଗଦେଇ ପୋଲିସ ଡିଜିପି କହିଛନ୍ତି,“ଡ୍ୟୁଟି ମିଟ୍ ଦକ୍ଷତା ବିକାଶ ପାଇଁ ସହାୟକ ହେବ।”
କଟକ: କଟକରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପୋଲିସର ୬୫ତମ ପୋଲିସ ଡ୍ୟୁଟି ମିଟ୍। ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ପୋଲିସ୍ ଡିଜି ଆର.ପି. ଶର୍ମା ଉଦଘାଟନ କରିଛନ୍ତି। ବକ୍ସିବଜାର ସ୍ଥିତ ପୋଲିସ ଗ୍ରାଉଣ୍ଡରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ମିଟ୍କୁ ଆୟୋଜନ କରାଯାଇଛି। ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଯୋଗଦେବେ।
ଡ୍ୟୁଟି ମିଟ୍ର ଉଦଘାଟନ ସମାରୋହର ଯୋଗଦେଇ ପୋଲିସ ଡିଜିପି କହିଛନ୍ତି,“ଡ୍ୟୁଟି ମିଟ୍ ଦକ୍ଷତା ବିକାଶ ପାଇଁ ସହାୟକ ହେବ।”