ଧର୍ମେନ୍ଦ୍ର ଖାଇଲେ ନକୁଳଙ୍କ ମୁଢି

ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଧର୍ମେନ୍ଦ୍ର ଖାଇଲେ ନକୁଳଙ୍କ ମୁଢି। ଆଜି ବଲାଙ୍ଗୀର ବଟଲିଂ ପ୍ଲାଣ୍ଟ ଏବଂ ରାଜେନ୍ଦ୍ର କଲେଜ ର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ। ଏହି ଅବସରରେ ବଲାଙ୍ଗୀରର ପ୍ରସିଦ୍ଧ ମୁଢି ଦୋକାନୀ ନକୁଳ ପଟ୍ଟନାୟକ ଧର୍ମେନ୍ଦ୍ରଙ୍କୁ ଭେଟି ନିଜ ହାତ ତିଆରି ମୁଢି ଖାଇବାକୁ ଦେଇଥିଲେ। ନକୁଳଙ୍କ ଭଲପାଇବା ଓ ସ୍ନେହ ଶ୍ରଦ୍ଧାରେ ଅବିଭୂତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ନକୁଳଙ୍କ ସହିତ ହୋଇଥିବା ଏକ […]

9087

9087

Tapas Behera
  • Published: Friday, 27 December 2019
  • Updated: 27 December 2019, 09:34 PM IST

Sports

Latest News

ବଲାଙ୍ଗୀର(ଘଟେଶ୍ୱର ମିଶ୍ର): ଧର୍ମେନ୍ଦ୍ର ଖାଇଲେ ନକୁଳଙ୍କ ମୁଢି। ଆଜି ବଲାଙ୍ଗୀର ବଟଲିଂ ପ୍ଲାଣ୍ଟ ଏବଂ ରାଜେନ୍ଦ୍ର କଲେଜ ର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ। ଏହି ଅବସରରେ ବଲାଙ୍ଗୀରର ପ୍ରସିଦ୍ଧ ମୁଢି ଦୋକାନୀ ନକୁଳ ପଟ୍ଟନାୟକ ଧର୍ମେନ୍ଦ୍ରଙ୍କୁ ଭେଟି ନିଜ ହାତ ତିଆରି ମୁଢି ଖାଇବାକୁ ଦେଇଥିଲେ। ନକୁଳଙ୍କ ଭଲପାଇବା ଓ ସ୍ନେହ ଶ୍ରଦ୍ଧାରେ ଅବିଭୂତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ନକୁଳଙ୍କ ସହିତ ହୋଇଥିବା ଏକ ଫଟୋ ନିଜ ଫେସବୁକ ଆଇ.ଡି ରେ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଢି ଖୁଆଇ ବେଶ ଖୁସି ଅନୁଭବ କରିଛନ୍ତି ନକୁଳ । ଏନେଇ ଧର୍ମେନ୍ଦ୍ର ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ବଲାଙ୍ଗୀରରେ ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ପହଞ୍ଚିବା ଅବସରରେ ସ୍ଥାନୀୟ କ୍ଲବ ପଡାର ମୁଢି ବେପାରୀ ନକୂଳ ଚନ୍ଦ୍ର ପଟ୍ଟନାୟକ ଶ୍ରଦ୍ଧାର ସହିତ ମୁଢି ନେଇ ଆସିଥିଲେ । ସ୍ନେହ ଓ ଶ୍ରଦ୍ଧା ପାଇଁ ଅତ୍ୟନ୍ତ ଆନନ୍ଦିତ । ତାଙ୍କୁ ଅନେକ ଅନେକ ଧନ୍ୟବାଦ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story