ଓଡ଼ିଶାକୁ ଜ୍ଞାନର ରାଜଧାନୀ କରିବା ପାଇଁ ବଡ଼ ପଦକ୍ଷେପ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟକୁ ଶିକ୍ଷାଦାନ, ଶିକ୍ଷାଗ୍ରହଣ ଓ ପରୀକ୍ଷା ଫଳରେ ଭଲ ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ବା ‘ଷ୍ଟାର୍ସ’ ଯୋଜନାକୁ ମୋଦି ସରକାରଙ୍କ ଅନୁମୋଦନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ଓଡ଼ିଶାକୁ ଜ୍ଞାନର ରାଜଧାନୀ କରିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ସେ ଟ୍ୱିଟ୍ କରିଛନ୍ତି। ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଅର୍ଥନୀତି ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ଉପରୋକ୍ତ କାର୍ଯ୍ୟ ପାଇଁ ୬ଟି […]

dharmendra-pradhan

dharmendra-pradhan

Tapas Behera
  • Published: Wednesday, 14 October 2020
  • Updated: 14 October 2020, 09:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟକୁ ଶିକ୍ଷାଦାନ, ଶିକ୍ଷାଗ୍ରହଣ ଓ ପରୀକ୍ଷା ଫଳରେ ଭଲ ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମ ବା ‘ଷ୍ଟାର୍ସ’ ଯୋଜନାକୁ ମୋଦି ସରକାରଙ୍କ ଅନୁମୋଦନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ଓଡ଼ିଶାକୁ ଜ୍ଞାନର ରାଜଧାନୀ କରିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ସେ ଟ୍ୱିଟ୍ କରିଛନ୍ତି।
ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଅର୍ଥନୀତି ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ଉପରୋକ୍ତ କାର୍ଯ୍ୟ ପାଇଁ ୬ଟି ରାଜ୍ୟରେ ଖର୍ଚ୍ଚ ବାବଦକୁ ବିଶ୍ୱ ବ୍ୟାଙ୍କରେ ମୋଟ ୫୭୧୮ କୋଟି ଟଙ୍କା ବ୍ୟୟ ଅଟକଳକୁ ଅର୍ଥନୀତିକ ବ୍ୟାପାର କ୍ୟାବିନେଟ୍ କମିଟି ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ର ସଫଳ ରୂପାୟନ ପାଇଁ ଏହି ପାଣ୍ଠି ଓଡ଼ିଶା ସମେତ ୬ଟି ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହାବ୍ୟତୀତ ଜାମ୍ମୁ କାଶ୍ମୀର ଓ ଲଦାଖ ଭଳି କେନ୍ଦ୍ର ଶାସିତ ଅଂଚଳର ବିକାଶ ପାଇଁ ୫୨୦କୋଟି ଟଙ୍କାର ଅନୁମୋଦନକୁ ମଧ୍ୟ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story