- Videos
- Odisha
- ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି: ଧର୍ମେନ୍ଦ୍ର
ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି: ଧର୍ମେନ୍ଦ୍ର
- Published: Saturday, 05 May 2018
- , Updated: 05 May 2018, 11:12 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍‌ର ଦୁର୍ଘଟଣାସ୍ଥଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଅଘଟଣନେଇ ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।</p>
<p>ସେ କହିଛନ୍ତି,“ ରାଜଧାନୀରେ ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି। ମାନ ନଥିବା ଠିକାଦାର ଓ କଳା ତାକିଲାଭୁକ୍ତ ସଂସ୍ଥାକୁ ପୁନଃ ନିଯୁକ୍ତି ଦିଆଯାଉଛି। ଯେଉଁମାନେ ଏଭଳି ଦୁର୍ଘଟଣା ପଛରେ ଅଛନ୍ତି ସେମାନଙ୍କୁ ବାହାର କରି ଉପଯୁକ୍ତ ଦଣ୍ଡ ଦିଆଯାଉ।”</p>
<p>ଏ ସମ୍ପର୍କରେ ସେ ଆଉ କ’ଣ କହୁଛନ୍ତି ଶୁଣନ୍ତୁ-</p>