ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତ ଶିଶୁମୃତ୍ୟୁ ପରେ ଦମ୍ପତିଙ୍କ ଆତ୍ମହତ୍ୟା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଙ୍କୁ ଭେଟିଲେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନାଡାଙ୍କୁ ଭେଟି କେନ୍ଦ୍ରାପଡା ଜିଲ୍ଲାର ଦମ୍ପତି ଆତ୍ମହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି । ଏହି ଘଟଣାରେ ସାଂସଦ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ମୃତ ଦମ୍ପତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି । […]

baijayanta panda

baijayanta panda

Rakesh Mallick
  • Published: Monday, 14 September 2015
  • Updated: 14 September 2015, 01:01 PM IST

Sports

Latest News

baijayanta pandaଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନାଡାଙ୍କୁ ଭେଟି କେନ୍ଦ୍ରାପଡା ଜିଲ୍ଲାର ଦମ୍ପତି ଆତ୍ମହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି । ଏହି ଘଟଣାରେ ସାଂସଦ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ମୃତ ଦମ୍ପତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଆ ଦମ୍ପତି ଲକ୍ଷ୍ମଣ ଚନ୍ଦ୍ର ରାଉଳ (୩୫) ଏବଂ ତାଙ୍କ ପତ୍ନୀ ବବିତା (୩୦)ଙ୍କର ଏକମାତ୍ର ପୁଅ ଅଭିନାଶ (୭) ଡେଙ୍ଗୁ ଆକ୍ରାନ୍ତ ହୋଇ ଗତ ୮ ତାରିଖରେ ମୃତ୍ୟୁବରଣ କରିଥିଲା । ଚିକିତ୍ସା ଅବହେଳାରୁ ଅଭିନାଶର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଏକମାତ୍ର ପୁଅର ମୃତ୍ୟୁରେ ମ୍ରିୟମାଣ ଲକ୍ଷ୍ମଣ ଏବଂ ବବିତା ପରଦିନ ଅର୍ଥାତ ୯ ତାରିଖରେ ନିଜ ଲାଡୋସରାଇ ବାସଭବନରେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ।  ଏହି ଘଟଣାରେ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ମାଗିବା ସହ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ ସରକାର ଶିଶୁକୁ ଚିକିତ୍ସା ପାଇଁ ଗ୍ରହଣ କରି ନ ଥିବା ୫ଟି ଘରୋଇ ହସ୍ପିଟାଲକୁ ନୋଟିସ ଜାରି କରିଛନ୍ତି । ତଦନ୍ତ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସାଂସଦ ପଣ୍ଡା ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story