ଗିରଫ ଡିଏସ୍‌ପିଙ୍କ ନାଁ’ରେ ରହିଛି ୧୪ ପ୍ଲଟ, ସମ୍ପତ୍ତି ମୂଲ୍ୟ ୨ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ଢେଙ୍କାନାଳ ସଦର ଥାନାର ଡିଏସ୍‌ପି ଇନଚାର୍ଜ ଅଭିନବ ଡାଳୁଆଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି ପୁଲିସ। ଜଟଣି, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର ଓ କେଉଁଝରର ପ୍ରମୁଖ ସହରାଞ୍ଚଳରେ ଡାଳୁଆଙ୍କର ୧୪ଟି ପ୍ଲଟ ଥିବାବେଳେ ଏକ ୨ ମହଲା କୋଠା ଥିବା ଜଣାପଡ଼ିଛି। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଛି। ଶ୍ରୀ ଡାଳୁଆଙ୍କ ନାମରେ ଜଟଣୀର ରାମଚନ୍ଦ୍ରପୁରରେ ଥିବା ଗୋଟିଏ ପ୍ଲଟ ଉପରେ ୨ ମହଲା ବିଶିଷ୍ଟ […]

dso-

dso-

Niranjan Mishra
  • Published: Saturday, 10 September 2022
  • Updated: 10 September 2022, 04:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିବା ଢେଙ୍କାନାଳ ସଦର ଥାନାର ଡିଏସ୍‌ପି ଇନଚାର୍ଜ ଅଭିନବ ଡାଳୁଆଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି ପୁଲିସ। ଜଟଣି, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର ଓ କେଉଁଝରର ପ୍ରମୁଖ ସହରାଞ୍ଚଳରେ ଡାଳୁଆଙ୍କର ୧୪ଟି ପ୍ଲଟ ଥିବାବେଳେ ଏକ ୨ ମହଲା କୋଠା ଥିବା ଜଣାପଡ଼ିଛି। ଆଜି ତାଙ୍କ ରିମାଣ୍ଡ ଅବଧି ସରୁଛି।

ଶ୍ରୀ ଡାଳୁଆଙ୍କ ନାମରେ ଜଟଣୀର ରାମଚନ୍ଦ୍ରପୁରରେ ଥିବା ଗୋଟିଏ ପ୍ଲଟ ଉପରେ ୨ ମହଲା ବିଶିଷ୍ଟ ଘର ରହିଛି। ଯାଜପୁର ଓ ଖୋର୍ଦ୍ଧାରେ ପତ୍ନୀଙ୍କ ନାଁରେ ୫ଟି ପ୍ଲଟ ଅଛି। ଶାଶୁଙ୍କ ନାମରେ ୨ ଓ ଶାଳକଙ୍କ ନାଁରେ ୪ଟି ବେନାମୀ ସଂପତ୍ତି କିଣିଥିବା ଜଣାପଡ଼ିଛି। ଶାଶୁଙ୍କ ନାମରେ ସେ ୨୦୧୮ ଓ ୨୦୨୦ ଏହି ସମ୍ପତ୍ତି ଅକ୍ତିଆର କରିଥିବା ବେଳେ ଶାଳକ ନାମରେ ୨୦୨୦, ୨୦୨୧, ୨୦୨୨ରେ ସମ୍ପତ୍ତି ଅକ୍ତିଆର କରିଛନ୍ତି। ଡାଳୁଆଙ୍କର ମୋଟ୍ ପ୍ଲଟର ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉକି, ଶ୍ରୀ ଡାଳୁଅ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ। ସେ ଜଣେ କୋଇଲା ଗାଡ଼ି ମାଲିକଙ୍କ ଠାରୁ ଏହି ଲାଞ୍ଚ ନେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story