କର୍ତ୍ତବ୍ୟ କରୁ କରୁ ଚାଲି ଗଲା ଜୀବନ; ଟ୍ରେନ୍‌ରେ କଟି ଗଲେ ଷ୍ଟେସନ୍ ମ୍ୟାନେଜର

ଢେଙ୍କାନାଳ: ଢେଙ୍କାନାଳରେ ଘଟିଛି ଏକ ଦୁଃଖଦ ଘଟଣା। ଏକ ଲାଇନ୍‌ଚ୍ୟୁତ୍ ରେଳ ଇଞ୍ଜନ ଦେଖିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ଷ୍ଟେସନ୍ ମ୍ୟାନେଜର। ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ପବିତ୍ର ନାୟକ।

dhenkanal

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 02:17 PM IST

Related story