ନବୀନ ନନ୍ଦ ବିଜେଡିରୁ ନିଲମ୍ୱିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ନିନ୍ଦନୀୟ ଆଚରଣ ଜନିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିବା ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଗତକାଲି ନବୀନ ନନ୍ଦ କୋଲକତାରେ ଗିରଫ ହୋଇଥିଲେ। ତେବେ ଗିରଫ ହେବାର କାରଣ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଅଧିକ ପଢ଼ନ୍ତୁ-ନବୀନ ନନ୍ଦ ନିଖୋଜ ଘଟଣା: ପକେଟ୍‌ମାର ହୋଇଥିଲା ନା ସେକ୍ସ ଆଡ୍ଡାରୁ ଧରାପଡ଼ିଥିଲେ ?

NAVEEN

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 02:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ନିନ୍ଦନୀୟ ଆଚରଣ ଜନିତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିବା ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଗତକାଲି ନବୀନ ନନ୍ଦ କୋଲକତାରେ ଗିରଫ ହୋଇଥିଲେ। ତେବେ ଗିରଫ ହେବାର କାରଣ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ-ନବୀନ ନନ୍ଦ ନିଖୋଜ ଘଟଣା: ପକେଟ୍‌ମାର ହୋଇଥିଲା ନା ସେକ୍ସ ଆଡ୍ଡାରୁ ଧରାପଡ଼ିଥିଲେ ?

Related story