ଛାତ୍ରୀ ମୃତ୍ୟୁକୁ ନେଇ ସ୍କୁଲରେ ଉତ୍ତେଜନା: ଶିକ୍ଷକଙ୍କୁ ମାଡ଼ ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ହାଇସ୍କୁଲରେ ଛାତ୍ରୀ ମୃତ୍ୟୁକୁ ନେଇ ଶିକ୍ଷକଙ୍କୁ ମାଡ଼ ଓ ଭଙ୍ଗାରୁଜା। ମୃତ ଛାତ୍ରୀଙ୍କ ପରିବାର ଲୋକେ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ମାଡ଼ ମାରିବା ସହ ସ୍କୁଲରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତକାଲି ଡେଙ୍ଗବୋରେଇର ଜଣେ ଛାତ୍ରୀ କୌଣସି କାରଣରୁ ହାତ କାଟିବାରୁ ସ୍କୁଲର ଜଣେ ଶିକ୍ଷକ ତାଙ୍କୁ ତାଗିଦ କରିଥିଲେ। ଏହାପରେ ସମ୍ପୃକ୍ତ ଛାତ୍ରୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା।  ଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର […]

dkl

Rakesh Mallick
  • Published: Saturday, 23 September 2017
  • , Updated: 23 September 2017, 01:50 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ହାଇସ୍କୁଲରେ ଛାତ୍ରୀ ମୃତ୍ୟୁକୁ ନେଇ ଶିକ୍ଷକଙ୍କୁ ମାଡ଼ ଓ ଭଙ୍ଗାରୁଜା। ମୃତ ଛାତ୍ରୀଙ୍କ ପରିବାର ଲୋକେ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ମାଡ଼ ମାରିବା ସହ ସ୍କୁଲରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଗତକାଲି ଡେଙ୍ଗବୋରେଇର ଜଣେ ଛାତ୍ରୀ କୌଣସି କାରଣରୁ ହାତ କାଟିବାରୁ ସ୍କୁଲର ଜଣେ ଶିକ୍ଷକ ତାଙ୍କୁ ତାଗିଦ କରିଥିଲେ। ଏହାପରେ ସମ୍ପୃକ୍ତ ଛାତ୍ରୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା।  ଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।  ଏହାପରେ ଉତ୍ତ୍ୟକ୍ତ ପରିବାର ଲୋକେ ଶିକ୍ଷକମାନଙ୍କୁ ମାଡ଼ ମାରିବା ସହ ସ୍କୁଲ୍‌ରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

Related story