ଆନ୍ତଃରାଜ୍ୟ ପରିଷଦ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକାଇଥିବା ଆନ୍ତଃରାଜ୍ୟ ପରିଷଦ ବୈଠକରେ ଯୋଗଦେବାକୁ ନବୀନ ଦିଲ୍ଲୀ ଯାଇଛନ୍ତି। ୧୦ ବର୍ଷ ବ୍ୟବଧାନ ପରେ ଏହି ବୈଠକ ବସିବାକୁ ଯାଉଛି। ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଦାବି ରଖିବା ଅନୁମାନ କରାଯାଉଛି।

cm

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 11:05 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକାଇଥିବା ଆନ୍ତଃରାଜ୍ୟ ପରିଷଦ ବୈଠକରେ ଯୋଗଦେବାକୁ ନବୀନ ଦିଲ୍ଲୀ ଯାଇଛନ୍ତି।

୧୦ ବର୍ଷ ବ୍ୟବଧାନ ପରେ ଏହି ବୈଠକ ବସିବାକୁ ଯାଉଛି। ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଦାବି ରଖିବା ଅନୁମାନ କରାଯାଉଛି।

Related story