ଇସ୍ତଫା ଦେଲେ ଦିଲୀପ ରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଦିଲୀପ ରାୟ ବିଜେପି ଟିକେଟ୍‌ରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ତାଙ୍କ ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଦିଲୀପ ରାୟ ନୀତିନିୟମ ଅନୁସାରେ ଇସ୍ତଫା ଦେଇଛନ୍ତି। ଏ ନେଇ ନିର୍ବାଚନ କମିଶନ୍‌ଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ବିଧାୟକ ପଦ ଛାଡ଼ିବା ସହିତ ଦିଲୀପ ବିଜେପି […]

dilipray

dilipray

Jitendra Garnayak
  • Published: Friday, 30 November 2018
  • Updated: 30 November 2018, 11:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ଦିଲୀପ ରାୟ ବିଜେପି ଟିକେଟ୍‌ରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ।

ତାଙ୍କ ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଦିଲୀପ ରାୟ ନୀତିନିୟମ ଅନୁସାରେ ଇସ୍ତଫା ଦେଇଛନ୍ତି। ଏ ନେଇ ନିର୍ବାଚନ କମିଶନ୍‌ଙ୍କୁ ମଧ୍ୟ ଜଣାଇ ଦିଆଯାଇଛି।

[caption id="attachment_307415" align="aligncenter" width="750"]dillip ବାଚସ୍ପତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରୁଛନ୍ତି ଦିଲ୍ଲୀପ[/caption]

ବିଧାୟକ ପଦ ଛାଡ଼ିବା ସହିତ ଦିଲୀପ ବିଜେପି ମଧ୍ୟ ଛାଡ଼ିଛନ୍ତି। ସେ ଇ-ମେଲ୍ ଯୋଗେ ତାଙ୍କ ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ପଠାଇଥିବା ଜଣାପଡ଼ିଛି। ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।

ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ଓ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସ୍‌ପିଟାଲ୍‌ ପ୍ରତିଶ୍ରୁତି ପୂରଣ ନ ହେବା ନେଇ ଦିଲୀପ ବିଜେପି ଉପରେ କ୍ଷୁବ୍ଧ ଥିଲେ।

ଉଭୟ ବିଧାୟକ ପଦ ଓ ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ନେଇ ସେ ଏକ ଟ୍ୱିଟ୍ କରି ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story