ନୂଆପଡା ଗସ୍ତରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ଏସ୍ ସାଇନି

ନୂଆପଡା: ଆଜି ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ପୋଲିସ ଆଇଜି ଏସ୍ ସାଇନି। ସେ ପ୍ରଥମେ ସୁନାବେଡା ଅଭୟାରଣ୍ୟ ନିକଟରେ ଥିବା ସିଆରପିଏଫ୍ କ୍ୟାମକୁ ଯାଇଥିଲେ। ସେଠାରୁ ଆସି କୋମନା ଥାନାର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ମାଓ ଗତିବିଧି ସମ୍ପର୍କରେ ଆଲୋଚନା କରିଥିଲେ। ଦିନକୁ ଦିନ ମାଓବାଦୀଙ୍କ ଶକ୍ତି ହ୍ରାସ ହେଉଛି। ଲୋକେ ଆଉ ମାଓବାଦୀଙ୍କୁ ସମର୍ଥନ କରୁନାହାନ୍ତି। ସ୍ଥାନୀୟ ପୋଲିସ ଓ ସୁରକ୍ଷା ବାହିନୀ […]

nuapada

nuapada

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 09:08 AM IST

Sports

Latest News

ନୂଆପଡା: ଆଜି ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ପୋଲିସ ଆଇଜି ଏସ୍ ସାଇନି। ସେ ପ୍ରଥମେ ସୁନାବେଡା ଅଭୟାରଣ୍ୟ ନିକଟରେ ଥିବା ସିଆରପିଏଫ୍ କ୍ୟାମକୁ ଯାଇଥିଲେ। ସେଠାରୁ ଆସି କୋମନା ଥାନାର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ମାଓ ଗତିବିଧି ସମ୍ପର୍କରେ ଆଲୋଚନା କରିଥିଲେ। ଦିନକୁ ଦିନ ମାଓବାଦୀଙ୍କ ଶକ୍ତି ହ୍ରାସ ହେଉଛି। ଲୋକେ ଆଉ ମାଓବାଦୀଙ୍କୁ ସମର୍ଥନ କରୁନାହାନ୍ତି। ସ୍ଥାନୀୟ ପୋଲିସ ଓ ସୁରକ୍ଷା ବାହିନୀ ଜିଲ୍ଲାରେ ମାଓଦମନ କ୍ଷେତ୍ରରେ ଭଲ କାମ କରୁଛନ୍ତି ବୋଲି ଆଇଜି କହିଛନ୍ତି। ଏହି ଅବସରରେ ନୂଆପଡା ଏସପି,ଏସଡ଼ିପିଓ ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos