ଘରେ କେହି ନଥିବା ବେଳେ...

ନୀଳଗିରି( ବିଶ୍ୱମ୍ବର ଦାଶ): ନୀଳଗିରିରେ ଲଜ୍ଜା। ଆଦିବାସୀ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ଭିନ୍ନକ୍ଷମ ନାବାଳିକା ଘରେ ଏକୁଟିଆ ଥିବା ବେଳେ ପଡ଼ୋଶୀ ବୁଦ୍ଧିଆ ସିଂ ଘରେ ପଶି ଦୁଷ୍କର୍ମ କରିଥିବା ନାବାଳିକାର ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ନୀଳଗିରି  ଥାନାଧିକାରୀ ମିନତୀ ବିଶ୍ୱାଳ ତଦନ୍ତ କରି ସଂପୃକ୍ତ ଯୁବକ ବୁଦ୍ଧିଆ ସିଂକୁ ଗିରଫ କରିଥିବା ସୂଚନା ଦେଇଛନ୍ତି। ତେବେ ଝିଅର ମା ପାଖ […]

rape-2..

rape-2..

Tapas Behera
  • Published: Monday, 16 December 2019
  • Updated: 16 December 2019, 04:21 PM IST

Sports

Latest News

ନୀଳଗିରି( ବିଶ୍ୱମ୍ବର ଦାଶ): ନୀଳଗିରିରେ ଲଜ୍ଜା। ଆଦିବାସୀ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ଭିନ୍ନକ୍ଷମ ନାବାଳିକା ଘରେ ଏକୁଟିଆ ଥିବା ବେଳେ ପଡ଼ୋଶୀ ବୁଦ୍ଧିଆ ସିଂ ଘରେ ପଶି ଦୁଷ୍କର୍ମ କରିଥିବା ନାବାଳିକାର ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ନୀଳଗିରି  ଥାନାଧିକାରୀ ମିନତୀ ବିଶ୍ୱାଳ ତଦନ୍ତ କରି ସଂପୃକ୍ତ ଯୁବକ ବୁଦ୍ଧିଆ ସିଂକୁ ଗିରଫ କରିଥିବା ସୂଚନା ଦେଇଛନ୍ତି।

ତେବେ ଝିଅର ମା ପାଖ ସ୍କୁଲକୁ ରୋଷେଇ କରିବାକୁ ଯାଇଥିବା ବେଳେ ବାପା ବି ନଥିଲେ। ତେବେ ଏହି ସୁଯୋଗରେ ଯୁବକ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos