ଯୋଡ଼ିବ ଭାଙ୍ଗିଯାଇଥିବା ସମ୍ପର୍କ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୋଡ଼ିବ ଭାଙ୍ଗିଯାଇଥିବା ସମ୍ପର୍କ। ଏକାଠି ହେବେ ବର୍ଷା ଓ ଅନୁଭବ। ଏଥିପାଇଁ ଆରମ୍ଭ ହୋଇଛି ପ୍ରୟାସ। ଅନୁଭବ ଓ ବର୍ଷାଙ୍କ ବିବାଦ ଘଟଣାର ସତ୍ୟତା ତଦନ୍ତ ପାଇଁ ବର୍ଷାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରୋଟେକସନ ଅଫ ହ୍ୟୁମାନରାଇଟ୍ସ କମିଶନ ସଦସ୍ୟା। ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା ପରେ ସକାରାତ୍ମକ ଉତ୍ତର ମିଳିଛି ବୋଲି କହିଛନ୍ତି ମହିଳା ସଦସ୍ୟ ଟିମ। ଆଜି ବର୍ଷା ଓ ଅନୁଭବଙ୍କ ସହିତ ଅନ୍ତର୍ଜାତୀୟ ମାନବ ଅଧିକାର କମିଶନ ଓଡିଶା ଶାଖା […]

anu-1

anu-1

Tapas Behera
  • Published: Thursday, 10 September 2020
  • Updated: 10 September 2020, 07:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୋଡ଼ିବ ଭାଙ୍ଗିଯାଇଥିବା ସମ୍ପର୍କ। ଏକାଠି ହେବେ ବର୍ଷା ଓ ଅନୁଭବ। ଏଥିପାଇଁ ଆରମ୍ଭ ହୋଇଛି ପ୍ରୟାସ। ଅନୁଭବ ଓ ବର୍ଷାଙ୍କ ବିବାଦ ଘଟଣାର ସତ୍ୟତା ତଦନ୍ତ ପାଇଁ ବର୍ଷାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରୋଟେକସନ ଅଫ ହ୍ୟୁମାନରାଇଟ୍ସ କମିଶନ ସଦସ୍ୟା। ବର୍ଷା ଓ ଅନୁଭବଙ୍କ ସହିତ ଆଲୋଚନା ପରେ ସକାରାତ୍ମକ ଉତ୍ତର ମିଳିଛି ବୋଲି କହିଛନ୍ତି ମହିଳା ସଦସ୍ୟ ଟିମ।

ଆଜି ବର୍ଷା ଓ ଅନୁଭବଙ୍କ ସହିତ ଅନ୍ତର୍ଜାତୀୟ ମାନବ ଅଧିକାର କମିଶନ ଓଡିଶା ଶାଖା ଅଧ୍ୟକ୍ଷା ଆଲୋଚନା ପରେ ପଜିଟିଭ ରେସପନସ ଆସୁଥିବା ପ୍ରାକ ସୂଚନା ଦେଇଛନ୍ତି ମହିଳା ସଦସ୍ୟ। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ ମଧ ପରିବାର ଲୋକଙ୍କ ବିଷୟରେ କୌଣସି ଅଭିଯୋଗ ଆଣି ନଥିଲେ।

ବର୍ଷାଙ୍କ ସହ ଆଲୋଚନା ପରେ ସମାଧାନ ଆଶା ରହିଥିବା କହିଛନ୍ତି ମହିଳା ସଦସ୍ୟା ଟିମ।

ଅନୁଭବ ଓ ବର୍ଷାଙ୍କ ବିବାଦରେ ଖୁବ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିପାରେ ବୋଲି ଆକଳନ କରିଛନ୍ତି ମହିଳା ସଦସ୍ୟ ଟିମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story