ଡାକ୍ତର ସପନଙ୍କ ପାଇଁ ଜୀବନ ଫେରି ପାଇଲେ ଆଦିବାସୀ ଯୁବତୀ

ମାଲକାନଗିରି:ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ସଫଳ ହୋଇଛି ଟ୍ୟୁମର ଅପରେସନ। ଖାଲି ସଫଳ ହୋଇନି, ଜଣେ ଗରିବ ଆଦିବାସୀ ଯୁବତୀ ନିଜ ଜୀବନ ଫେରି ପାଇଛନ୍ତି। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ ଅସ୍ତ୍ରୋପଚାର କରି ଜଣେ ଗରିବ ଆଦିବାସୀ ଯୁବତୀଙ୍କୁ ଜୀବନ ବଞ୍ଚାଇ ପାରିଛନ୍ତି ଡାକ୍ତର ସପନ କୁମାର ଦିଣ୍ଡା। ଚାଲାଣଗୁଡ଼ାର ରାମ ଦୁରୁଆଙ୍କ ଝିଅ ପ୍ରମିଳାଙ୍କ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ  ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପରେ ପ୍ରମିଳାଙ୍କ […]

operation-1-1

operation-1-1

Tapas Behera
  • Published: Tuesday, 24 December 2019
  • Updated: 24 December 2019, 06:27 PM IST

Sports

Latest News

ମାଲକାନଗିରି:ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ସଫଳ ହୋଇଛି ଟ୍ୟୁମର ଅପରେସନ। ଖାଲି ସଫଳ ହୋଇନି, ଜଣେ ଗରିବ ଆଦିବାସୀ ଯୁବତୀ ନିଜ ଜୀବନ ଫେରି ପାଇଛନ୍ତି। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ ଅସ୍ତ୍ରୋପଚାର କରି ଜଣେ ଗରିବ ଆଦିବାସୀ ଯୁବତୀଙ୍କୁ ଜୀବନ ବଞ୍ଚାଇ ପାରିଛନ୍ତି ଡାକ୍ତର ସପନ କୁମାର ଦିଣ୍ଡା।

ଚାଲାଣଗୁଡ଼ାର ରାମ ଦୁରୁଆଙ୍କ ଝିଅ ପ୍ରମିଳାଙ୍କ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ  ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପରେ ପ୍ରମିଳାଙ୍କ ପେଟରେ ଟ୍ୟୁମର ଥିବା ଜଣାପଡ଼ିଥିଲା । ତାଙ୍କୁ ବିଶାଖାପାଟଣା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ଗରିବ ରାମଙ୍କ ପାଖରେ ସେତିକି ଅର୍ଥ ନ ଥିଲା ଝିଅର ଚିକିତ୍ସା ପାଇଁ। କ’ଣ କରିବେ ଭାବି ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା ରାମ ଦୁରୁଆ। ହେଲେ ଭଗବାନ ତାଙ୍କ ଡାକ ଶୁଣିଲେ।

ଏହି ଖବର ପାଇବା ପରେ ଦେବଦୂତ ପରି ସହାୟତାର ହାତ ବଢାଇଥିଲେ ଡାକ୍ତର ସପନ ଦିଣ୍ଡା। ଖବର ପାଇ ସେ ପ୍ରମିଳାଙ୍କ ଅସ୍ତ୍ରୋପଚାର କରିବାକୁ ରାଜି ହୋଇଥିଲେ। ସେ ଏଥିପାଇଁ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ବ୍ୟବସ୍ଥା କରିଥିଲେ । ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ୯ କିଲୋ ଓଜନର ଟ୍ୟୁମର ବାହାର କରିଥିଲେ ପ୍ରମିଳା । ଏବେ ପ୍ରମିଳା ସୁସ୍ଥ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story